Advertisements
Thursday, July 16, 2020
Home Accidental Death ମଟର ସାଇକେଲ ଦୁର୍ଘଟଣାରେ ୨ଜଣ ମୃତ

ମଟର ସାଇକେଲ ଦୁର୍ଘଟଣାରେ ୨ଜଣ ମୃତ

ମାଲକାନଗିରି ଜିଲ୍ଲା ପ୍ରତିନିଧି(ଅସୀମ ବିଶ୍ୱାସ): ସତର୍କତା ଅବଲମ୍ବନ ନ କରି ଗାଡ଼ି ମଟର ଚଲେଇବା ଯେ କେତେ ବିପଦଜନକ ତାହା କଳ୍ପନା କରିବା ସମ୍ଭବ ନୁହଁ । ଏହା ପ୍ରତି ସତର୍କତା ଅବଲମ୍ବନ କରିବା ପାଇଁ ବାରମ୍ବାର ଜନସାଧାରଣଙ୍କୁ ସରକାର ଅବଗତ କଲେ ମଧ୍ୟ କୌଣସି ସୁଫଳ ମି୍ଳୂ ନାହିଁ । ଯାହା ଫଳରେ ଅନେକ ଦୁର୍ଘଟଣା ଘଟି ଅନେକ ଲୋକ ପ୍ରାଣ ହରାଉଛନ୍ତି ।

ଏମିତି ଏକ ଦୁର୍ଘଟଣା ମାଲକାନଗିରି ବ୍ଲକର ତଣ୍ଡାପାଲି ଗ୍ରାମପାୟତ ଅନ୍ତର୍ଗତ ଏମ୍.ଭି-୬ ନଂ ଗ୍ରାମରେ ଦେଖିବାକୁ ମିଲିଛି । ଆଜି ସକାଳ ପ୍ରାୟ ୯ଘଟିକା ସମୟରେ ଏମ୍.ଭି.-୬ନଂ ଗ୍ରାମର ଜଣେ ଯୁବକ(୩୦) ଓ ଆଉ ଜଣେ ବୃଦ୍ଧ(୬୫) ଲୋକ ଗୋଟେ ମଟର ସାଇକେଲରେ ଯାଉଥିବା ବେଳେ ଏମ୍.ଭି-୬ନଂ ଓ ଏମ୍.ଭି-୫ନଂ ମଧ୍ୟରେ ଥିବା ଏକ ଝରଣାର ବ୍ରିଜରୁ ତଳେ ଖସି ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଛନ୍ତି । ସୂଚନା ମୁତାବକ ମୃତ୍ୟୁ ହୋଇଥିବା ଲୋକମାନେ ହେଉଛନ୍ତି ଏମ୍.ଭି-୬ନଂ ଗ୍ରାମର ଅତୁଳ ମୁଣ୍ଡା(ଛେଦି ପାଗଳା) ଓ ମନୋଜ ହେମରାମ(ତାଲା) । ସୂଚନା ପାଇ ମାଲକାନଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ ପ୍ରକାଶ-ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ପରୀକ୍ଷାର୍ଥୀ ଶତପ୍ରତିଶତ କୃତକାର୍ଯ୍ୟ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୧୬/୦୭): ପ୍ରକାଶିତ ହୋଇଯାଇଛି ରାଜ୍ୟ ସ୍ତରୀୟ ସିବିଏସଇ ଦଶମ ବୋର୍ଡ ପରୀକ୍ଷା ଫଳ l ଏହାସହିତ ଟିକିରି ଥାନାସ୍ଥିତ ଦୋରାଗୁଡ଼ାରେ ଅବସ୍ଥିତ...

ଦଶମ ଶ୍ରେଣୀ ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ ପ୍ରକାଶ, ଥେରୁବାଲି ସ୍ଥିତ ଚିନ୍ମୟ ବିଦ୍ୟାଳୟର ରେକର୍ଡ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୧୬/୦୭): ପ୍ରକାଶିତ ହୋଇଯାଇଛି ଚାଳିତ ବର୍ଷର ଦଶମ ଶ୍ରେଣୀ ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ l ରାୟଗଡା ଜିଲ୍ଲା ଅନ୍ତର୍ଗତ ଥେରୁବାଲି...

ବୁର୍ଲା ଭିମସାର ରେ ୪ କରୋନା ଯୋଦ୍ଧା କରୋନା ରେ ଆକ୍ରାନ୍ତ

ସମ୍ବଲପୁର (ଓଡିଶା ନ୍ୟୁଜ୨୪ବ୍ୟୁରୋ-୧୬/୦୭): ବୁର୍ଲା ଭୀମସାର ୪ କରୋନା ଯୋଦ୍ଧା ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ୪ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୪ କରୋନା...

କଳାହାଣ୍ଡିରେ ପୁଣି ଦୁଇ କରୋନା ପଜିଟିଭ, ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ପଦକ୍ଷେପ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (୧୫.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ଦୁଇ କରୋନା ପଜିଟିଭ ରିପୋର୍ଟ ଆସିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଜଣେ ଦିଲ୍ଲୀ...

Recent Comments

%d bloggers like this: