Friday, March 29, 2024

Top 5 This Week

Related Posts

ନୂତନ ସାପ୍ତାହିକ ହାଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରିପୋର୍ଟ : ସୁଶାନ୍ତ ବେହେରା
କଣ୍ଟାମାଳ, (୧୨/୦୬) : ବୌଦ୍ଧ ଜିଲ୍ଲା ର କଣ୍ଟାମାଳ ବ୍ଲକ ଗୁଡଭେଳୀ ପଦର୍ ପଞ୍ଚାୟତ ଅନ୍ତର୍ଗତ ପୁରୁଣା ପାଣି ଗ୍ରାମ ରେ ନୂତନ ସାପ୍ତାହିକ ହାଟ ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି ।

ଏହି ପ୍ରସ୍ତୁତି ବୈଠକ ରେ ଆସନ୍ତା ତା ୧୯/୦୬/୨୦୨୨ ରିଖ ରବିବାର ଦିନ ପୁରୁଣା ପାଣି ଗ୍ରାମ ରେ ନୂତନ ସାପ୍ତାହିକ ହାଟ କରିବା ପାଇଁ ସ୍ଥିର କରାଯାଇଥିଲା । ବୈଠକ ରେ ଦେବଦତ୍ତ ସାଗର ଙ୍କ ନେତୃତ୍ୱରେ ଗୁଡ଼ଭେଳି ପଦର୍ ସରପଞ୍ଚ ପ୍ରତିନିଧି ଶ୍ରୀଯୁକ୍ତ ରମେଶ ପ୍ରସାଦ ମିଶ୍ର, ପୂର୍ବତନ ସରପଞ୍ଚ ବିଭୁତି ଭୂଷଣ ମିଶ୍ର , ବିଚଣପାଟି ମେମ୍ବର, ଖଇରମାଳ ମେମ୍ବର, ଭୂର୍କିପଡ଼ା ମେମ୍ବର, କିରିକିଚିପାଳି ମେମ୍ବର, ମହାବୀର କ୍ଲବ୍ ସଭାପତି ସଞ୍ଜୟ ପାତ୍ର, ସମ୍ପାଦକ ନବୀନ ଜାଲ, ବୁଲୁ ଦେହୁରୀ, ଭାଗିରଥି ସାହୁ, ସଞ୍ଜୀବ ଭୋଇ ଏବଂ ବିଭିନ୍ନ ଗ୍ରାମ ର ସମାଜସେବୀ ମାନେ ଉପସ୍ଥିତ ଥିଲେ ।

Popular Articles