Friday, March 29, 2024

Top 5 This Week

Related Posts

ସମବାୟ ନିର୍ବାଚନ ରେ ମାତିଛନ୍ତି ସରକାର : ଏପଟେ ବିହନ ଅଭାବ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୨/୦୬) : କାଶୀନଗର ଅଞ୍ଚଳରେ ବିହନ ଅଭାବ ହେବାରୁ ଚାଷୀ ହନ୍ତସନ୍ତ । ପ୍ରାପ୍ତ ଖବର ଅନୁଯାୟୀ କାଶୀନଗର ବ୍ଲକରେ ସମବାୟ ନିର୍ବାଚନରେ ସରକାର ମାତିଛନ୍ତି ।

ଏପଟ ମୌସୁମୀ ର ପ୍ରଥମ ବର୍ଷା ଆସିଯାଇଛି । ଚାଷୀ ତା’ର କ୍ଷେତ କୁ ସଜାଇ ବସିଛି । ହେଲେ ଧାନ ର ବିହନ ଅଭାବ ପରିଲକ୍ଷିତ ହୋଇଛି । ଚାଷୀ ବିହନ ପାଇଁ ବୁଲି ନୟାନ୍ତ ହେଲେଣି । ଚାଷୀ ନେତା ପ୍ରଶାନ୍ତ ମିଶ୍ର କ୍ଷୋଭ ପ୍ରକାଶ କରିଛନ୍ତି । ଏଣୁ ପ୍ରଥମେ ଚାଷୀ ନା ନିର୍ବାଚନ । ସରକାର ଚାଷୀ ଦରଦ ବୋଲି କହି ବୁଲୁଛନ୍ତି ।

Popular Articles