କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀରେ ଭାରତୀୟ ଜାତୀୟ କଂଗ୍ରେସର ବିଜୟ

ମୁରିବାହାଲ (ଭଗବାନ ମହାନ୍ତି / ନିମାଇଁ ବଘାର): ବଲାଙ୍ଗୀର ଜିଲ୍ଲା ମୁରିବାହାଲରେ କଂଗ୍ରେସ କର୍ମୀ ଓ ନେତା ଡିଜେ ଓ ବାଜାର ତାଳେ ତାଳେ ବିଜୟ ଜସନ ପାଳନ କରିଥିଲେ |

ଆଜି ଦୁର୍ଗା ମଣ୍ଡପରୁ ବାହାରି ବସ୍ତି, ବ୍ଲକ, ଷ୍ଟେସନ ତତ ସଙ୍ଗେ ସଙ୍ଗେ ମୁରିବାହାଲର ୨୨ପଞ୍ଚାୟତରେ ମଧ୍ୟ ବିଜୟ ଜସନ ପାଳନ କରିଥିଲେ | ବିଜୟ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜାଙ୍କ ସୁପୁତ୍ର ସେଜି ସିଙ୍ଗ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ | ବ୍ଲକ ସଭାପତି ପ୍ରଫୁଲ ବଘାର, ବିଦ୍ୟା ହାତୀ, ଅଶୋକ ବଘାର, ଅନ୍ତ ପଧାନ, ନରେନ୍ଦ୍ର ବନଛୋର, ସାଗର ଛତ୍ରିଆ, ଗୋପାଳ ଛତ୍ରିଆ, ବିଭୀଷଣ ମହାନନ୍ଦ, ଭୀମ ପଧାନ, ଗୁରମେଲ ସିଂ ଓ ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ |

Comments are closed.