Thursday, March 28, 2024

Top 5 This Week

Related Posts

ବୋଲେରୋ ଓ ଟ୍ରକ୍ ମଧ୍ୟରେ ମୁହା ମୁହିଁ ଧକ୍କା

ରିପୋର୍ଟ : ପ୍ରଣତୀ ସାବତ
କାଶୀନଗର, (୧୦/୦୬) : କାଶୀନଗର ବ୍ଲକ ର ଶିଆଳି ଗ୍ରାମ ନିକଟରେ ବୋଲେରୋ ଓ ଟ୍ରକ୍ ମଧ୍ୟରେ ଆଜି ଅପରାହ୍ନ ରେ ଧକ୍କା ହୋଇଛି ।WhatsApp Image 2022 06 10 at 7.41.33 PM ବୋଲେରୋ ଓ ଟ୍ରକ୍ ମଧ୍ୟରେ ମୁହା ମୁହିଁ ଧକ୍କା

ଏହି ଯାଗା ଟି ରେ ବହୁ ଦୁର୍ଘଟଣା ଘଟି ଚାଲିଛି । ଘଟଣା ରେ କେହି ମୃତାହତ ହେବା ଖବର ଜଣାପଡି ନାହିଁ । ଏଣୁ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଆବଶ୍ୟକ ହୋଇ ପଡ଼ିଛି । ଏହି ଘଟଣାରେ ଗୁଣୁପୁର ରୁ ଯାଉଥିବା ବୋଲେରୋ ଗାଡ଼ି ର ବହୁତ୍ କ୍ଷତି ହୋଇଛି । ଗାଡ଼ି ଆଗରେ ବସିଥିବା ଯାତ୍ରୀ ଆହତ ହୋଇ କାଶୀନଗର ହସପତାଲ ରେ ଚିକିତ୍ସା ହେଉ ଛନ୍ତି । ଟ୍ରକ୍ ଟି ଆନ୍ଧ୍ରରୁ ଆସି ଗୁଣୁପୁର ରୁ ବାଲି ନେଇଥାନ୍ତି ।

Popular Articles