Friday, March 29, 2024

Top 5 This Week

Related Posts

ମହିଳା ସଶକ୍ତିକରଣ ଓ କାଶୀନଗର ବ୍ଲକ ର ବିଭିନ୍ନ ଉନ୍ନୟମୂଳକ ପାଇଁ ଆଲୋଚନା 

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୦/୦୬) : କାଶୀନଗର ବ୍ଲକ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ 5T ସଚିବ ଙ୍କ ଡାକରା କ୍ରମେ କାଶୀନଗର ବ୍ଲକ ର ଅଧ୍ୟକ୍ଷ ବାଲା ସାୟମା ଉପାଧ୍ୟକ୍ଷ ଏସ କଲ୍ୟାଣୀ ।WhatsApp Image 2022 06 10 at 5.32.38 PM ମହିଳା ସଶକ୍ତିକରଣ ଓ କାଶୀନଗର ବ୍ଲକ ର ବିଭିନ୍ନ ଉନ୍ନୟମୂଳକ ପାଇଁ ଆଲୋଚନା 

ଆଜି ସାକ୍ଷାତ କରି ଆଲୋଚନା କରିବା ସହ ଗଜପତି ନିର୍ବାଚନ ମଣ୍ଡଳୀ ର ଟାଣୁଆ ନେତା ହାଇଟେକ୍ ମେଡ଼ିକାଲ କଲେଜ ପ୍ରତିଷ୍ଠାତା ତିରୁପତି ପାଣିଗ୍ରାହୀ ଙ୍କୁ ଗୋଷାଣୀ, ଗୁମା କାଶୀନଗର ବ୍ଲକ ର ସମସ୍ତ ନିର୍ବାଚିତ ପ୍ରତିନିଧି ସୌଜନୀ ମୂଳକ ସାକ୍ଷାତ କରିଛନ୍ତି ।

Popular Articles