କୋଟପାଡ଼ରେ ୧୦ମ ରାଉଣ୍ଡ ସୁଦ୍ଧା କଂଗ୍ରେସ ଆଗୁଆ ଥିବା ବେଳେ ଚନ୍ଦ୍ରଶେଖର ମାଝୀ ୨୫୪୪୪ ଭୋଟ, ପଦ୍ମିନୀ ଦିୟାନ ୨୪୫୮୯ ଭୋଟ, ଖଗେଶ୍ୱେର ପୂଜାରୀ ୧୬୮୦୦ ଭୋଟ ପାଇଛନ୍ତି

Comments are closed.