Advertisements
Thursday, July 16, 2020
Home Cultural & Festival ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

ଲମତାପୁଟ(କପିଳେନ୍ଦ୍ରଦେବ ସାମନ୍ତରାୟ): ଲମତାପୁଟ ବ୍ଲକ ଅନ୍ତର୍ଗତ ଗଡିହଞ୍ଜର ପଞ୍ଚାୟତର ଏନୁଗୁ ଗ୍ରାମରେ ତିନି ଦିନ ଧରି ଚାଲିଥିବା ଅଷ୍ଟପ୍ରହରୀ ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ଯଜ୍ଞରେ ଶ୍ରୀ ଅନନ୍ତ କୁମାର ପତି ଓ ଲକ୍ଷ୍ମଣ ଶିସା କର୍ତ୍ତା ଭାବରେ ନିଷ୍ଠାର ସହିତ କାର୍ଯ୍ୟ ସମାପନ କରିଥିଲେ । ଏଥିରେ ମୁଖ୍ୟ ମନ୍ଦିର ପୁଜାରୀ ଶ୍ରୀ ସାଧୁ ଶିସା ସହଯୋଗ କରିଥିଲେ ।

ଏହି କାର୍ଯ୍ୟକ୍ରମ କନ୍ତିଗଡ, ବ୍ରାହ୍ମଣିପୁଟ ଲମତାପୁଟ ମାଳିସାହି,କନାଗାଁ, କାକଲପଡା,ମୁଲିଆପୁଟ ବନ୍ଧପଡା, ଚିକେନପୁଟ, କନକାଡିଲି, ଜଲାପୁଟ, ଯୁବା ଦଳେଇପୁଟ, ଦହନାପୁଟର ଭକ୍ତ ମାନେ ଏହି କୀର୍ତ୍ତନ ମଣ୍ଡଳୀର କର୍ମକର୍ତ୍ତା ଉପସ୍ଥିତ ରହି ଅଖଣ୍ଡ ନାମଯଜ୍ଞକୁ ସମାପନ କରିଥିଲେ । ଜୟ ଶ୍ରୀରାମ ସେବା ସମିତି ଯଜ୍ଞ ପରିଚାଳନା କମିଟିର ସଭାପତି ଦାଶି ଶିକ୍ଷା, ସମ୍ପାଦକ ଶ୍ରୀ କେଶବ କ୍ରିଶାନି, ଗାଁ ମୁଖିଆ ଗୋପାଳ ଶିକ୍ଷା, ସନ୍ୟାସୀ ଶିକ୍ଷା ଦଶରଥ କ୍ରିଶାନ ଟଙ୍କ ଶିକ୍ଷା ହରି ଶିକ୍ଷା ଓ ଗ୍ରାମବାସି ବୃନ୍ଦ ଅନ୍ୟାନ୍ୟ କର୍ମକର୍ତ୍ତା ଶ୍ରଦ୍ଧାଳୁମାନେ ରହି ବିଭୁକୃପା ଲାଭ କରିବା ସଙ୍ଗେ ସଙ୍ଗେ ଏହି ମହାନ୍ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବିଶ୍ୱର ମଙ୍ଗଳ କାମନା କରିବା ସହ ନାମଯଜ୍ଞକୁ ସମାପ୍ତି କରିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ ପ୍ରକାଶ-ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ପରୀକ୍ଷାର୍ଥୀ ଶତପ୍ରତିଶତ କୃତକାର୍ଯ୍ୟ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୧୬/୦୭): ପ୍ରକାଶିତ ହୋଇଯାଇଛି ରାଜ୍ୟ ସ୍ତରୀୟ ସିବିଏସଇ ଦଶମ ବୋର୍ଡ ପରୀକ୍ଷା ଫଳ l ଏହାସହିତ ଟିକିରି ଥାନାସ୍ଥିତ ଦୋରାଗୁଡ଼ାରେ ଅବସ୍ଥିତ...

ଦଶମ ଶ୍ରେଣୀ ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ ପ୍ରକାଶ, ଥେରୁବାଲି ସ୍ଥିତ ଚିନ୍ମୟ ବିଦ୍ୟାଳୟର ରେକର୍ଡ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୧୬/୦୭): ପ୍ରକାଶିତ ହୋଇଯାଇଛି ଚାଳିତ ବର୍ଷର ଦଶମ ଶ୍ରେଣୀ ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ l ରାୟଗଡା ଜିଲ୍ଲା ଅନ୍ତର୍ଗତ ଥେରୁବାଲି...

ବୁର୍ଲା ଭିମସାର ରେ ୪ କରୋନା ଯୋଦ୍ଧା କରୋନା ରେ ଆକ୍ରାନ୍ତ

ସମ୍ବଲପୁର (ଓଡିଶା ନ୍ୟୁଜ୨୪ବ୍ୟୁରୋ-୧୬/୦୭): ବୁର୍ଲା ଭୀମସାର ୪ କରୋନା ଯୋଦ୍ଧା ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ୪ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୪ କରୋନା...

କଳାହାଣ୍ଡିରେ ପୁଣି ଦୁଇ କରୋନା ପଜିଟିଭ, ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ପଦକ୍ଷେପ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (୧୫.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ଦୁଇ କରୋନା ପଜିଟିଭ ରିପୋର୍ଟ ଆସିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଜଣେ ଦିଲ୍ଲୀ...

Recent Comments

%d bloggers like this: