Related Contents

ବରୀରେ ଚାଲିଛି ଶେଷ ପର୍ଯ୍ୟାୟ ମତଦାନ,ବ୍ୟାପକ ପୋଲିସ ମତୟନ

ଯାଜପୁର(ସତ୍ୟଜିତ ବାରିକ): ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀରେ ୫ ଗୋଟି ବୁଥରେ ସାନି ମତଦାନ ପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସକାଳ ୭ରୁ ଆରମ୍ଭ ହୋଇଛି |

ମତଦାନ ଶାନ୍ତିରେ ଲୋକମାନେ ଆସି ନିଜ ନିଜର ମାନବିକ ଅଧିକାର ସାବ୍ୟସ୍ତ କରିବାରେ ଲାଗିଛନ୍ତି । ଅଲିପୂର୍ ଗ୍ରାମ ପଞ୍ଚୟତ୍ ଅଧୀନ ବୁଥ ନଂ୧୫୭,୧୬୨,୧୬୩ ଓ ବାଲିବିଲି ପଞ୍ଚାୟତର ବୁଥ ନଂ ୧୯୪ ଏବଂ ଭୂରୁଙ୍ଗା ପଞ୍ଚାୟତର ୮୨ ନଂ ବୁଥରେ ଶାନ୍ତିଶୃଙ୍ଖଳା ସହିତ ମତଦାନ ଚାଲିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଏହି ୫ଗୋଟି ବୁଥରେ ଭୋଟ ରାଗିଂ ହୋଇଥିବା ବିଜେଡି ପ୍ରାର୍ଥୀନୀ ସୁନନ୍ଦା ଦାସ ଅଭିଯୋଗ କରିଥିଲେ । ଭୋଟ ରାଗିଂର ପରେ ସାନି ମତଦାନ ପାଇଁ ଯାଜପୁର ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ବେଳେ ଖୋଦ୍ ଯାଜପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ବରୀରେ ଡେରା ପକାଇଛନ୍ତି ।

Comments are closed.