Related Contents

ବଜ୍ରପାତରେ ଦୁଇ ବଳଦ ଦୁଇ ମେଣ୍ଢା ମୃତ

ବୈପାରୀଗୁଡା(ଏନ.ସନ୍ତୋଷ କୁମାର): ଆଜି ଅପରାହ୍ନ ୪ଟା ବେଳେ କାଳ ବୈଶାଖୀ ବଜ୍ରପାତରେ ବୈପାରୀଗୁଡା ବ୍ଲକ କୋଲାର ପଞ୍ଚାୟତ ଅନ୍ତର୍ଗତ କେରାପୁଟ ଗାଁର ଦୁଇଟି ବଳଦ ଓ ଦୁଇଟି ମେଣ୍ଢା ମୃତ ହୋଇଥିବା ଜଣାପଡିଛି |

ଉକ୍ତ ଗ୍ରାମର ମଧୁ ଦିଶାରୀ ଓ ଜେୟସିଙ୍ଗ ଦିଶାରୀଙ୍କ ବଳଦ ଏବଂ ଚୈତନ ଦଳେଇଙ୍କ ମେଣ୍ଢା ଦୁଇଟି ବୋଲି ସୂଚନା ମିଳିଛି | ଏମାନେ ଅତି ଗରିବ ଶ୍ରେଣୀର ହୋଇଥିବା ହେତୁ ସରକାର ସହାୟତା ଯୋଗାଇବା ପାଇଁ ସାଧାରଣରେ ଦାବି ହୋଇଛି |

Comments are closed.