Advertisements
Thursday, July 9, 2020
Home District News ବଜ୍ରପାତରେ ୩ଜଣ ଆହତ, କାଶୀପୁର

ବଜ୍ରପାତରେ ୩ଜଣ ଆହତ, କାଶୀପୁର

କାଶୀପୁର(ଦେବେନ୍ଦ୍ର ନାୟକ): କାଶୀପୁର ଗ୍ରାମପଞ୍ଚାୟତର ଉପରମଳି ଗାଁରେ ବଜ୍ରପାତ ଘଟି ୩ଜଣ ଗୁରୁତର ଅବସ୍ଥାରେ କାଶୀପୁର ଡାକ୍ତର ଖାନରେ ଭର୍ତ୍ତି ହୋଇଥିବା ଜଣାପଡିଛି |

ସୂଚନା ଅନୁସାରେ ସୂଂଗେର ଗ୍ରାମ ପଞ୍ଚାୟତର ବାନେଜ ଗ୍ରାମର ବିର ସିଂ ମାଝି ଓ ଲଛମାଇ ମାଝୀ ଉପରମାଳି ଗାଁ ତାଙ୍କ ଝିଅର ପୁଅ ଅସୁସ୍ଥ ଥିବା ଜାଣି ଦେଖିବାକକୁ ଯାଇଥିବା ବେଳେ ବଜ୍ରପାତ ହୋଇଥିବା ବେଳେ ସେମାନେ ଗୁରୁତର ହୋଇପଡିଛନ୍ତି | ଏହି ଅବସ୍ଥାରେ ଉପରମାଳି ଗାଁର ବେଲଧର ଗୌଡ଼ ମଧ୍ୟ ଆହତ ହୋଇଥିବା ଜଣାପଡିଛି | ଡାକ୍ତର ଚିନ୍ମୟ ନାୟକଙ୍କ କହିବା ଅନୁଯାୟୀ ୨ଜଣ ଦମ୍ପତ୍ତି ଗୁରୁତର ଥିବା କହିଥିବା ବେଳେ ଅନ୍ୟ ଜଣକୁ ଅଳ୍ପ ଆହତ ହୋଇଥିବା ପ୍ରକାଶ କରିଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଆସନ୍ତା କାଲି ଠୁ ବଲାଙ୍ଗୀରରେ କର୍ଫ୍ୟୁ-ସନ୍ଧ୍ୟା ୫ଟାରୁ ସକାଳ ୬ଟା ସଟ ଡାଉନ ଘୋଷଣା

ରିପୋର୍ଟ: ଓଡିଶା ନ୍ୟୁଜ୨୪ବ୍ୟୁରୋ //ବଲାଙ୍ଗୀର (୦୯/୦୭): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବଲାଙ୍ଗୀର ଜିଲ୍ଲାରୁ ଗତକାଲି ଆଉ ୨୧ କରୋନା...

ନାଗାବଳି ଲାୟନ୍ସକ୍ଳବ ସଭ୍ୟ ଚୟନ ପ୍ରକ୍ରିୟା ସମ୍ପନ୍ନ,ସଭାପତି ହେଲେ ଡ଼ଃ ଅର୍ଚ୍ଚନା ପଟ୍ଟନାୟକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୯/୦୭): ଗତ ୦୭ :୦୭ :୨୦ ତାରିଖ ଦିନ ରାୟଗଡା ପୌରପାଳିକା ସ୍ଥିତ ନାଗାବଳି ଲାୟନ୍ସକ୍ଳବ ସଭ୍ୟ ଚୟନ ପ୍ରକ୍ରିୟା ସମ୍ପନ୍ନ...

ରାୟଗଡ ଜିଲ୍ଲାପାଳ ଙ୍କ ବ୍ଲକ ଗସ୍ତ ଓ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଧ୍ୟାନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (ତା.୯/୭): ରାୟଗଡ ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ରାୟଗଡା ବ୍ଲକର ବିଭିନ୍ନ ସ୍ଥାନରେ ଗତକାଲି ତା.୮.୭.୨୦ରିଖଦିନ ଅଚାନକ ଗସ୍ତ କରି...

କୋଦଳାରେ ସଟଡାଉନର ପ୍ରଭାବ-ଖାଁ ଖାଁ ରାସ୍ତାଘାଟ

ରିପୋର୍ଟ: ରାକେଶ ମହାରଣା //କୋଦଳା (୦୯/୦୭): ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣର ପ୍ରଭାବ ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି।ଏଣୁ ଏହି କରୋନା...

Recent Comments

%d bloggers like this: