Advertisements
Monday, July 6, 2020
Home Cultural & Festival ଶ୍ରୀବୀରଝାଲୀୟାଙ୍କ ଦ୍ଵିତୀୟ ବାର୍ଷିକ ମହୋତ୍ସବ

ଶ୍ରୀବୀରଝାଲୀୟାଙ୍କ ଦ୍ଵିତୀୟ ବାର୍ଷିକ ମହୋତ୍ସବ

ଚନ୍ଦ୍ରପୁର(କୈଳାସ ମାଳବିଶୋୟୀ): ରାୟଗଡା ଜୀଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ବୀରଝାଲୀୟା ଦ୍ଵିତୀୟ ବାର୍ଷିକ ମହୋତ୍ସବ ମହା ଆଡମ୍ବର ସହକାରେ ପାଳନ କରାଯାଉଛି |

ଏହି ମହୋତ୍ସବ ପୂଜକ ଶ୍ରୀ ବୀଶ୍ୱନାଥ ଆଚ଼ାରି, ଶୁଶାନ୍ତ ପାଢି ମୁଖ୍ୟ ଯୋଗଦେଇ କଳସ ଯାତ୍ରା ଆରମ୍ଭ କରି ହାତୀଗୁଦାନଦୀକୁ ଯାଈ ପାଣି ଉଠାଇ ମନ୍ଦିରକୁ ଫେରିଥିଲେ ଓ ହୋମଯଜ୍ଞ କରିଥିଲେ |ସମସ୍ତେ ବୀରଝାଲିୟାଙ୍କ ପ୍ରତି ମାନସିକ ରଖି ପୂର୍ଣ୍ଣ ନୀମନ୍ତେ ପ୍ରାର୍ଥନା କରିଥିଲେ | ଅନ୍ୟ ସମସ୍ତ ଭକ୍ତଙ୍କ ସହ ପ୍ରାୟ ୨୦୦୦ରୁ ଉର୍ଦ୍ଧ ଲେୀକ ଯୋଗଦେଇଥିଲେ | ପୂଜାକମିଟୀର ସଭାପତି ମିଟୁ ପ୍ରଧାନୀ, ସେକ୍ରେଟେରି କେ.ଜଗଦିଶ ରାଓ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚ଼ାଲୁ ରହିବ ବୋଲି ପ୍ରକାଶ କରିଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: