ଶ୍ରୀବୀରଝାଲିୟା ମନ୍ଦିର ଦ୍ଵିତୀୟ ବାର୍ଷିକୀମହୋତ୍ସବ ପ୍ରସ୍ତୁତି

ଚନ୍ଦ୍ରପୁର(କୈଳାସ ମାଳବିଶୋୟୀ): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ସ୍ଥିତ ଶ୍ରୀବୀରଝାଲିୟା ମନ୍ଦିର ଦ୍ଵିତୀୟ ବାର୍ଷିକ ମହୋତ୍ସବ ପାଳନ ଆସନ୍ତା ମଙ୍ଗଳବାର ତା ୧୪.୫.୧୯ରିଖ ଦିନ ଆରମ୍ବ ହେବାକୁ ଯାଉଛି |

ଏହି ମହୋତ୍ସବକୁ ଚନ୍ଦ୍ରପୁର ଅଂଚଳର ସମସ୍ତେ ବୀରଝାଲିୟାଙ୍କ ସକାଶେ ଆଶୀର୍ବାଦ ନେବା ନିମନ୍ତେ ଗ୍ରାମର ପୁରୁଷ, ମହିଳା, ଯୁବକ, ଯୁବତି ବାହାରି ମନ୍ଦିର କାମରେ ଲିପ୍ତଥିବା ଚନ୍ଦ୍ରପୁର ବୀରଝାଲିୟା ପୂଜା କମିଟି ସଭାପତି ଶ୍ରୀ ମିଟୁ ପ୍ରଧାନୀ, ସେକ୍ରେଟେରି କେ. ଜଗଦିଶ ରାଓ କହିଛନ୍ତ | ଏହି ୩ୟ ବାର୍ଷିକ ମହୋତ୍ସବ ମହାଡ଼ମ୍ବରରେ ପାଳନ ହେବ ବୋଲି ମତପ୍ରକାଶ କରିଛନ୍ତି |

Comments are closed.