Advertisements
Friday, June 5, 2020
Home Children Issue ଅଜଣା ଜ୍ୱରରେ ଆତକିଂତ ପେନାକ୍ଡାଉ ଗ୍ରାମବାସି

ଅଜଣା ଜ୍ୱରରେ ଆତକିଂତ ପେନାକ୍ଡାଉ ଗ୍ରାମବାସି

ଚନ୍ଦ୍ରପୁର (କୈଳାସ ମାଳବିଶୋୟୀ): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବୁଡୁବାଲି ଗ୍ରାମପଚ଼ାଂୟତ ଉପସ୍ୱାସ୍ଥ୍ୟ କେନ୍ଦ୍ର ଥିବାବେଳେ ସେଠାରେ ଡାକ୍ତର ତାଙ୍କ ଇଛା ହେଲେ ଡାକ୍ତରଖାନାକୁ ଯାଉଛନ୍ତି |

ବୁଡୁବାଲି ପଚାଂୟତର ରୋଗୀଙ୍କ ସେବା ବାଧାପ୍ରାପ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି | ଗତ ସୋମବାର ଦିନ କୁରୁମୁଗୁଡାଠାରେ ଅଜଣା ଜ୍ୱର ହେଉଥିବା ଖବର ପାଇ ବୁଡୁବାଲି ସବସେଣ୍ଟରର ଏନଏମ ଶ୍ରୀମତୀ କୃଷ୍ଣମଣୀ ବେହେରା ପେନାକ୍ଡାଉ ଗ୍ରାମକୁ ଯାଇ ସେଠାରେ ୮୬ଜଣ ମହିଳା, ପୁରୁଷ ଓ ଛୋଟ ପିଲାଙ୍କ ରକ୍ତ ପରୀକ୍ଷା କରିଥିଲେ ଏବଂ ସେମାନଙ୍କୁ ଥଣ୍ଡା ଜ୍ୱର ହେଉଥିବା କହିଥିଲେ | ସେହି ଗ୍ରାମରେ ନା ଅଛି ଭଲ ପିଇବା ପାଣି ନା ଅଛି ନଳକୂପ, ସେଥିପାଇଁ ଲୋକେ ଏଠାରେ ଚ଼ୁଆଁ ପାଣି ହିଁ ଭରସା କରିଥାନ୍ତି | ଚୂଆପାଣି ପାଇଁ ଏପରି ରୋଗ ହେଉଥିବା ଲୋକେ ପ୍ରକାଶ କରିଛନ୍ତି ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାପାଇଁ ଜନସାଧାରଣରେ ଦାବି ହୋଇଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଦେଲା ବିଦ୍ଯାର୍ଥୀ ପରିଷଦ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୬): କରୋନା ମହାମାରୀ ପ୍ରତିହତ କରିବାରେ ଚିକିତ୍ସକ, ନର୍ସ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଅଗ୍ନିଶମ କର୍ମଚାରୀମାନଙ୍କ ଅବଦାନ ଅତୁଳନୀୟ। ନିଜର ପରିବାର...

ଅସହାୟ ଲୋକ କଳାକାର ମାନଙ୍କୁ ସହାୟତା ପ୍ରଦାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୪/୬): ତାଲାବନ୍ଦ ଯୋଗୁଁ ଲୋକ କଳାକାର ମାନେ ଅନେକ ଅସୁବିଧା ଭିତରେ କାଳାତିପାତ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମ...

ରାୟଗଡରେ କଭିଡ ଚିହ୍ନଟ ହେଲା ପରେ କଣ୍ଟେନମେଣ୍ଟ ଅଞ୍ଚଳରେ ସ୍ଥିତି ପରଖିଲେ ଉପଜିଲ୍ଲାପାଳ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ (୦୪/୦୬): ଗତକାଲି ରାୟଗଡରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲାପରେ ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ସହରର ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଅଞ୍ଚଳ...

Recent Comments

%d bloggers like this: