Related Contents

ମୁରିବାହାଲ ବ୍ଲକ ଉଦ୍ୟାନ ବିଭାଗରେ ବ୍ଲକ ସ୍ତରୀୟ ଅକ୍ଷୟ ତୃତୀୟ ପାଳନ

ମୁରିବାହାଲ(ଭଗବାନ ମହାନ୍ତି/ନିମାଇଁ ବଘାର): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଉଦ୍ୟାନ ବିଭାଗ ଠାରେ ବ୍ଲକ ସ୍ତରୀୟ ଅକ୍ଷୟ ତୃତୀୟ ପାଳନ କରାଯାଇଛି |

ଆତ୍ମା କନଭେନର ଡମ୍ବରୁ ଧାର ବାଗଙ୍କ ଅଧ୍ୟକ୍ଷତାରେ ଆତ୍ମା ଅଧ୍ୟକ୍ଷ ଧନଞ୍ଜୟ ମହାନନ୍ଦ ପୂର୍ବତନ ଆତ୍ମା ଅଧ୍ୟକ୍ଷ ନିମାଇଁ ଚରଣ ବଘାର ଉପସ୍ଥିତିରେ ଅକ୍ଷୟ ତୃତୀୟ ପାଳନ କରାଯାଇଛି | ବ୍ଲକ ର ଅନେକ ଚାଷୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ | ଚାଷୀ ମାନଙ୍କ ପାଇଁ ଏହି ଦିନଟି ଶୁଭ ବୋଲି କହିଥାନ୍ତି | ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ଭୋଇ, ମନପତି ସାଣ୍ଢ, ବେଣୁଧର କମ୍ପ, ବ୍ରଜ ବନଛୋର, ଆଦିକାଣ୍ଡ ଖମାରି ପ୍ରମୁଖ ଯୋଗ ଦେଇଥିଲେ |

Comments are closed.