Advertisements
Friday, June 5, 2020
Home Business & Private ଓଡିଶା ନ୍ୟୁଜ୨୪ର ପ୍ରଭାବରେ ସଫଳ-ଠିକାଦାର ଓ ଜେଇଙ୍କ ମଧୁଚନ୍ଦ୍ରିକାରେ ଚାଲିଥିବା ନିମ୍ନମାନ କାମ ପୁଣି ନୂତନ...

ଓଡିଶା ନ୍ୟୁଜ୨୪ର ପ୍ରଭାବରେ ସଫଳ-ଠିକାଦାର ଓ ଜେଇଙ୍କ ମଧୁଚନ୍ଦ୍ରିକାରେ ଚାଲିଥିବା ନିମ୍ନମାନ କାମ ପୁଣି ନୂତନ ଭାବେ ଆରମ୍ଭ

କଲ୍ୟାଣସିଂହପୁର, ରାୟଗଡା(ଅକ୍ଷୟ କୁମାର ପିଡିସିକା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନାରାୟନପୁର ଗ୍ରାମ ପଞ୍ଚାୟତର ପଡ଼େଇକାନି ଗ୍ରାମର ଏମ ଜି ଏନ ଆର ଇ ଜି ଏ କର୍ଲଭର୍ଟ କାମ ଉପରେ ନିମ୍ନମାନରେ କାର୍ଯ୍ୟ ଅଭିଯୋଗ ହୋଇଥିଲା |

ପରେ ଗ୍ରାମବାସୀ ଅଭିଯୋଗ କରିବାରୁ ଆମ ଓଡିଶା ନ୍ୟୁଜ୨୪ ରେ ଚ୍ୟାନେଲରେ ପ୍ରସାରଣ ପରେ ଜେଇ ବାବୁଲାଲ ପଲେଇ, ଏଇ ଆର କେ ପ୍ରାଧାନୀ ଘଟଣା ସ୍ଥଳକୁ ଆସି କାମ ତଦାରଖ କରି ସରକାରୀ ନିୟମ ଅନୁସାରେ କଲଭଟ କାମକୁ ପୁନର୍ବାର ନୂତନ ଡାଞ୍ଚରେ କାମ କରିବା କରିବାପାଇଁ ଅନୁମତି ଦେଇଥିଲେ । ତା ପରେ ଗ୍ରାମବାସୀ ମାନଙ୍କ ସମ୍ମୁଖରେ ମେଟାଲ ବାହାର କରି କଳା ମେଟାଲ ଦେଇ ଠିକାଦାର ଅସ୍ପିନି ମହାପାତ୍ର କାମକୁ ଆରମ୍ଭ କରିଥିବାର ପଡେଇକାନି ଗ୍ରାମବାସୀ ମାନେ କାଡ୍ରାକା ବଦୁରୁ ,କାଡ୍ରାକା ସୀତାରମ, ପ୍ରତାପ ତକିରିଆ, ରାଉତ ପିଡ଼ିସିକା, ଲାଚଣା ପିଡ଼ିସିକା, ବିକ ପିଡ଼ିସିକା ପ୍ରକାଶ କରିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଦେଲା ବିଦ୍ଯାର୍ଥୀ ପରିଷଦ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୬): କରୋନା ମହାମାରୀ ପ୍ରତିହତ କରିବାରେ ଚିକିତ୍ସକ, ନର୍ସ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଅଗ୍ନିଶମ କର୍ମଚାରୀମାନଙ୍କ ଅବଦାନ ଅତୁଳନୀୟ। ନିଜର ପରିବାର...

ଅସହାୟ ଲୋକ କଳାକାର ମାନଙ୍କୁ ସହାୟତା ପ୍ରଦାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୪/୬): ତାଲାବନ୍ଦ ଯୋଗୁଁ ଲୋକ କଳାକାର ମାନେ ଅନେକ ଅସୁବିଧା ଭିତରେ କାଳାତିପାତ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମ...

ରାୟଗଡରେ କଭିଡ ଚିହ୍ନଟ ହେଲା ପରେ କଣ୍ଟେନମେଣ୍ଟ ଅଞ୍ଚଳରେ ସ୍ଥିତି ପରଖିଲେ ଉପଜିଲ୍ଲାପାଳ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ (୦୪/୦୬): ଗତକାଲି ରାୟଗଡରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲାପରେ ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ସହରର ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଅଞ୍ଚଳ...

Recent Comments

%d bloggers like this: