Related Contents

ଚନ୍ଦ୍ରପୁର ପୋଲିସ ତରଫରୁ ଜଳଛତ୍ରର ଶୁଭାରମ୍ଭ

ଚନ୍ଦ୍ରପୁର (କୈଳାସ ମାଳବିଶୋୟୀ): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ସ୍ଥିତ ପୋଲିସ ଷ୍ଟେସନଠାରେ ଲୋକମାନଙ୍କ ସୁବିଧା ପାଇଁ ଜଳଛତ୍ରର ଶୁଭ ଆରମ୍ଭ କରାଗଲା |

ଚନ୍ଦ୍ରପୁର ଥାନା ଭାରପ୍ରାପ୍ତ ଆଇଆଇସି ଶ୍ରୀ ଅରୁନ କୁମାର ନାୟକ, ଏସଆଇ ଯୁଧିଷ୍ଟିର ଗରଡିଆ, କନେଷ୍ଟେବଲ ସୁବାସ ଚ଼ଦ୍ର ମେଲେକା, କେଦାରନାଥ ପଣ୍ଡା, କଣ୍ଠ ମାଝୀ, ସତ୍ୟ ନାରାୟଣ ଖୋଲା ତଥା ଅନ୍ୟ ପୋଲିସ କର୍ମଚାରୀ ଓ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଶୁଭାରମ୍ଭ କରିଥିଲେ |

Comments are closed.