Friday, March 29, 2024

Top 5 This Week

Related Posts

ଅମୂଲ୍ୟ ହର୍ବାଲ କମ୍ପାନୀ ର ଏକ ପ୍ରତିଭା ସଭା ଅନୁଷ୍ଠିତ

ରିପୋର୍ଟ : ନରତ୍ତମ ପାଢୀ
ବିଷମ କଟକ/ମୁନିଗୁଡା, ତା(୨୪/୫) : ରାୟଗଡା ଜିଲ୍ଲା ବିଷମ କଟକ ଓ ମୁନିଗୁଡ଼ା ଉଦବ ସୁଣ୍ଡି ମଙ୍ଗଳ ଭବନରେ ଅମୂଲ୍ୟ ହର୍ବାଲ କମ୍ପାନୀ ର ଏକ ସଭା ଆୟୋଜନ ହୋଇଥିଲା । ଏଥିରେ ଔଷଧ ର ଗୁଣାତ୍ମକ ବିଷୟରେ ଆଲୋକପାତ ହୋଇଥିଲା ।WhatsApp Image 2022 05 25 at 12.36.51 PM ଅମୂଲ୍ୟ ହର୍ବାଲ କମ୍ପାନୀ ର ଏକ ପ୍ରତିଭା ସଭା ଅନୁଷ୍ଠିତ

ଏହାର ବିଷୟରେ ଶ୍ରୀ ରାମକୃଷ୍ଣ ମିଶ୍ର ଓ ଶ୍ରୀ ନିରଞ୍ଜନ ବେହେରା ଆଲୋକପାତ କରିଥିଲେ । ଏହି ସଭାରେ ୫୦ ଜଣ ଅତିଥି ଉପସ୍ଥିତ ରହିଥିଲେ । ଶ୍ରୀ ଗୌରାଙ୍ଗ ରାଉତ, ପ୍ରମାଦ ସାହୁକାର, ଶ୍ରୀ ମନରଞ୍ଜ ଦୋଲାଇ, ଅଜିତ ମହାରଣା, ଶଶି, ନରତ୍ତମ ପାଢୀ, ଶ୍ରୀ ଧନୁ କୁସୁଲିୟା, ବାପି ସତୀଶ ପଟ୍ଟନାୟକ, ଲାଡି ଶଙ୍କର ରାଓ, ଶ୍ରୀ ସୁକାନ୍ତ ସେଠୀ, ଶ୍ରୀ ରାମ ଚନ୍ଦ୍ର ବେହେରା ଉପସ୍ଥିତ ରହିଥିଲେ l ଅମୂଲ୍ୟ ହର୍ବାଲ କମ୍ପାନୀ ର ଚରଖ ଆୟୁର୍ବେଦିକ ବିତ୍ରକ୍ ଓ ବିଭିନ୍ନ ପ୍ରକାର ରୋଗ ବିନାଶକ ଔଷଧ ର ଗୁଣାତ୍ମକ ବିଷୟରେ ଆଲୋଚନା କରାଯାଇଛି । ବେକାରୀ ସମସ୍ୟାକୁ ଅନୁଧ୍ୟାନ କରିବାକୁ ଯାଇ ଆୟ ବିଷୟରେ ଆଲୋଚନା କରାଯାଇଛି ।

Popular Articles