Related Contents

ଯୁବତୀଙ୍କ ମୃତ ଦେହ ଉଧାର – ରଘୁନାଥପୁର, ଜଗତସିଂହପୁର

ଜଗତସିଂହପୁର: ରଘୁନାଥପୁର ଥାନା ଧଳତଙ୍ଗ ଗଡ଼ ଜଙ୍ଗଲ ନିକଟସ୍ତ ମୁଣ୍ଡାଳ ଗାଁ ନିକଟୁରୁ ଜଣେ ଅଜଣା ଯୁବତୀଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ରାସ୍ତା କଡରେ ଏକ ଅଖା ଭିତରେ ହାତ ଗୋଡ଼ ବନ୍ଧା ହୋଇ ପଡ଼ିଥିବା ଏହି ଯୁବତୀଙ୍କର ସଦ୍ୟ ମୃତ ଦେହକୁ ରଘୁନାଥ ପୁର ପୋଲିସ ଉଦ୍ଧାର କରୁଛି । ସ୍ଥାନୀୟ ଲୋକେ ସଂଧେହରେ ପୋଲିସ କୁ ଖବର ଦେଇଥିଲେ । ମୃତ ଯୁବତୀଙ୍କର କୌଣସି ଖବର ଜଣା ପଡ଼ିନାହିଁ । ବର୍ଷକ ତଳେ ଏହି ଜଙ୍ଗଲରୁ ଆଉ ଜଣେ ଅଜଣା ଯୁବତୀଙ୍କର ମଧ୍ୟ ମୃତ ଦେହ ଉଦ୍ଧାର କର ଯାଇଥିଲା । ତାର ତଦନ୍ତ ଚାଲିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପରିଚୟ ମିଳି ପାରିନାହିଁ ।

Comments are closed.