Advertisements
Tuesday, June 2, 2020
Home Education & Literacy ସାମ୍ବାଦ ସାହିତ୍ୟ ଘର ପକ୍ଷରୁ ମଧୁ ବାବୁଙ୍କ ଜୟନ୍ତି ପାଳିତ

ସାମ୍ବାଦ ସାହିତ୍ୟ ଘର ପକ୍ଷରୁ ମଧୁ ବାବୁଙ୍କ ଜୟନ୍ତି ପାଳିତ

ବୈପାରୀଗୁଡା(ଏନ.ସନ୍ତୋଷ): ବୈପାରୀଗୁଡା ସାହିତ୍ୟ ଘର ପକ୍ଷରୁ ଗତ କାଲି ଅପରାହ୍ନ ୫ଟା ବେଳେ ସ୍ଥାନିୟ ନୋଡାଲ ବିଦ୍ୟାଳୟ ପରିସରରେ ମଧୁ ବାବୁଙ୍କ ୧୭୧ତମ ଜୟନ୍ତି ପାଳିତ ହୋଇଯାଇଛି |

ସାହିତ୍ୟ ଘର ସଭାପତି ମୁରଲୀ ବରାଡଙ୍କ ସଭାପତିତ୍ଵରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅତିଥି ମହେନ୍ଦ୍ର ପ୍ରସାଦ ଦାସ ଶୁଭ ଉଦଘାଟନ କରିଥିବା ବେଳେ ବିଶିଷ୍ଟ କବି ଚକ୍ରପାଣି ପରିଛା,ଅମୁଲ୍ୟ ପଟ୍ଟନାୟକ, ପ୍ରତାପ ଚନ୍ଦ୍ର ପ୍ରଧାନ, ସଂଘମିତ୍ରା ଭୋଇ, ସ୍ନେହଲତା ପଟ୍ଟନାୟକ, ଅନୁରାଧା ଧଳ, ଦୀପ୍ତି ପଟ୍ଟନାୟକ ଉପସ୍ଥିତ ଥିଲେ | ମଧୁ ବାବୁଙ୍କ ଓଡ଼ିଶା ଗଠନରେ କଣ ଭୂମିକା ଥିଲା ଏବଂ ନିଜର ଜୀବନକୁ କିପରି ଓଡିଶା ପାଇଁ ତ୍ୟାଗ କରିଥିଲେ ତାହା ଆଲୋଚନା କରାଯାଇଥିଲା | ସାହିତ୍ୟ ଘର ସଂଯୋଜକ ରାଜେଶ ମହୁରୀଆ ପରିଚଳନା କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାୟଗଡା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୨/୦୬): ରାୟଗଡା ଜିଲ୍ଲାରେ ଲକଡାଉନ ର ସୁଯୋଗ ନେଇ ଚରାମଦ କାରବାର ବୃଦ୍ଧି ପାଉଥିବା ଖବର ଜାଣି ଜିଲ୍ଲାପାଳ,ରାୟଗଡା ଏବଂ...

ଶ୍ରଦ୍ଧା ଶ୍ରୀକ୍ଷେତ୍ର ଶ୍ରୀଜିଉଙ୍କ ସ୍ନାନଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୧/୦୬): କରୋନାର କାରୁଣ୍ୟ ପ୍ରକୋପର କରୁଣ ପରିଣତି ସବୁକିଛି ବନ୍ଦ ପଡିଥିବାବେଳେ, ସେଥିରୁ ବାଦ ପଡିନି ଦେବାଳୟ ମଧ୍ୟ l...

କ୍ବାରେଣ୍ଟାଇନ ଛାଡିଲେ ୨୪ ଶ୍ରମିକ, ଝାରବନ୍ଧ

ରିପୋର୍ଟ: ଦିଲୀପ ଦାସ //ଝାରବନ୍ଧ(୦୨/୦୬): ଝାରବନ୍ଧ ବ୍ଲକ ଝାରବନ୍ଧ କ୍ବାରେଣ୍ଟାଇନ ସେଣ୍ଟରରୁ ୨୪ ଜଣ ଶ୍ରମିକ ନିଜ ଘରକୁ ଯାଇଛନ୍ତି । ନିଜର ଆର୍ଥିକସ୍ଥିତି ସୁଦୃଢ କରିବା ପାଇଁ...

Recent Comments

%d bloggers like this: