କାଶୀନଗର ଅଞ୍ଚଳ ରେ କାଳ ବୈଶାଖୀ ର ପ୍ରଭାବ

0
179
କାଶୀନଗର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୩/୦୫) : ଆଜି ଅପରାହ୍ନ ସମୟ ରେ କାଳ ବୈଶାଖୀ ର ପ୍ରଭାବ କାଶୀନଗର ବ୍ଲକ ର ବିଭିନ୍ନ ଅଞ୍ଚଳରେ ଅନୁଭୂତ ହୋଇଛି ।

ଅପରାହ୍ନ ୧ ଘଣ୍ଟା ପରେ କାଶୀନଗର ବ୍ଲକ ର ସୀଙ୍ଗି ପୁର ଓ ଆନ୍ଧ୍ର ଓଡ଼ିଶା ବୋର୍ଡର ରେ ତାଣ୍ଡବ ରଚେଇଛି । ଗଛ ପତ୍ର ଭାଙ୍ଗି ଟ୍ରାଫିକ ରେ ଅନ୍ତରାୟ ସୃଷ୍ଟି ହୋଇଛି । ବହୁଦିନ ପରେ ବର୍ଷ ହେବା ଫଳରେ ଟିକିଏ ଗୁଳୁଗୁଳି ରୁ ଆଶ୍ଵସ୍ତି ମିଳିଛି ।