Friday, March 29, 2024

Top 5 This Week

Related Posts

ଇରେମାନ୍ ଖାର ସାର୍ କାଶୀନଗର ତହସିଲଦାର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୩/୦୫) : ଗଜପତି ଜିଲ୍ଲା କାଶୀନଗର ତହସିଲଦାର ଭାବେ ଇରେମାନ୍ ଖାର ସାର୍ ନିଯୁକ୍ତି ପାଇଥିବା ଜଣାଯାଇଛି ।

ପ୍ରାପ୍ତ ଖବର ରୁ ଜଣା ପଡ଼ିଛି କି କାଶୀନଗର ତହସିଲଦାର ଥିବା ସିମଞ୍ଚଲ ମହାନ୍ତି ଏଠାରେ ଅବସର ନେବା ପରେ କାଶୀନଗର ବିଡ଼ିଓ ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ ତହସିଲଦାର ଦାୟିତ୍ଵ ନେଇଥିଲେ । ଏବେ ଚିତ୍ରକୋଣ୍ଡା ର ବିଡ଼ିଓ ଥିବା ଶ୍ରୀ ଖାର ସାର୍ କାଶୀନଗର ଠାରେ ତହସିଲଦାର ଭାବେ ନିଯୁକ୍ତି ପାଇଛନ୍ତି । ସେ ଜଣେ ମିଷ୍ଠ ଭାଷୀ ବ୍ୟକ୍ତି ଅଟନ୍ତି ।

Popular Articles