ଅବସରପ୍ରାପ୍ତ ଜିପିଓଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଚନ୍ଦ୍ରପୁର(କୈଳାସ ମାଳବିଶୋୟୀ): ରାୟଗଡା ଜିଲ୍ଲା ଚ଼ଦ୍ରଂପୁର ବ୍ଲକ ଜିପିଓ ଶ୍ରୀ ଉଦ୍ଧବ ଶବରଙ୍କୁ ଅବଶର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା |

ଏହି ସଭାକୁ ମୁଖ୍ୟ ଅତିଥି ଭାବେ ଚ଼ଦ୍ରଂପୁର ବ୍ଲକ ଅଧ୍ୟକ୍ଷା ସଜିଂତା ପ୍ରଟିଗାଂ, ଗୋଷ୍ଠି ଉନ୍ନୟନ ଅଧିକାରି ଶ୍ରୀ ଜଜ ଡୁଙ୍ଗ ଡୁଙ୍ଗ ଯୋଗ ଦେଇଥିଲେ | ଏଥି ସହ ଚ଼ଦ୍ରଂପୁର ବ୍ଲକର ସମସ୍ତ କର୍ମଚାରୀ ଓ ୮ଟି ପଂଚାୟତର ପିଇଓ ଯୋଗ ଦେଇଥିଲେ |

Comments are closed.