Friday, August 7, 2020
Home Children Issue ଅସହାୟକୁ ସାହାଯ୍ୟ କଲେ ସମାଜସେବୀ

ଅସହାୟକୁ ସାହାଯ୍ୟ କଲେ ସମାଜସେବୀ

କର୍ଲାମୁଣ୍ଡା(ହିରୋଜ କୁମାର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ସଦର ଠାରେ ଗୋଟିଏ ବିଧବା ଅସହାୟ ତାର ଦୁଇ ପୁଅ ଝିଅ କୁ ରାତ୍ର ସମୟରେ ଏଣେ ତେଣେ ବୁଲୁଥିବାର ଦେଖିବାକୁ ମିଳିଥିଲା |

ସମାଜ ସେବୀ ସୁରେଶ ଚୌଧୁରୀ ଫୋନ ଯୋଗେ ଶିଶୁ ମଙ୍ଗଳ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ | ଉକ୍ତ ରାତିରେ କର୍ଲାମୁଣ୍ଡା ଥାନା ଅଧିକାରୀ ଏବଂ କିଛି ଲୋକ ମିଶି ବ୍ଲକର ଏକ କୋଠରୀରେ ତାକୁ ସୁବ୍ୟବସ୍ଥା କରିଥିଲେ | ସକାଳ ୯ଟା ସମୟରେ ଶିଶୁ ମଙ୍ଗଳ ଅଧିକାରୀ ପହଞ୍ଚି ବୁଝାଇ ସୁଝାଇ ତାକୁ ଭବାନୀପାଟଣା ଉଯାଲା ହୋମରେ ରଖିବା ପାଇଁ ସୁବ୍ୟବସ୍ଥା କରିଥିଲେ ଓ ପରିଚୟ ପଚାରି ବୁଝିଥିଲେ | ସେ ଯୋଗିପଲା ମୃତ ଦେବରାଜ ଚୌଧୁରୀଙ୍କ ସ୍ତ୍ରୀ ଶ୍ରୀମତୀ ଦୀପାଞ୍ଜଳୀ୍ ଚୌଧୁରୀ ବୋଲି ଜଣା ପଡିଥିଲା ଏବଂ ତାର ସାମାନ୍ୟ ମାନସିକ ବିକୃତି ଅଛି ବୋଲି ଜଣା ପଡ଼ୁଛି |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

ବନ୍ଧୁଗାଁ ବ୍ଲକରେ ବିଜେଡି ଜୋନାଲ କମିଟିର ବୈଠକ ଆୟୋଜନ ଓ ଆଲୋଚନା ଚକ୍ର

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା ୬:୮:୨୦): ବନ୍ଧୁଗାଁ ବ୍ଲକର କୁଟ୍ରାବେଡା ଓ କୁମ୍ଭାରୀପୁଟ ମଧ୍ୟସ୍ତ ସ୍ଥାନରେ ବିଜେଡି ଦଳ ତରଫରୁ ପଣ୍ଡିତ ବିଷୟଙ୍କ ଏକ ଜୋନାଲ କମିଟି ଓ ଆଲୋଚନା ଚକ୍ର...

ବିପିଏଲ ପରିବାରଙ୍କୁ ୱେସକୋର କରୋନା ମାଡ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୬ ୵ ୮ ): କରୋନା ମହାମାରୀ ଯୋଗୁଁ କାମଧନ୍ଦା ନ ପାଇଁ ସବୁଠୁଁ ବେଶୀ ସମସ୍ୟା ଭିତରେ ଦରିଦ୍ର ସୀମାରେଖା ତଳେ ଥିବା...

Recent Comments

%d bloggers like this: