ଅଧପନ୍ତରିଆ ଜଗନ୍ନାଥ ମନ୍ଦିର-ଚନ୍ଦ୍ରପୁର

ଚନ୍ଦ୍ରପୁର (କୈଳାସ ମାଳବିଶୋୟୀ): ରାୟଗଡା ଜିଲ୍ଲା ଚ଼ଦ୍ରଂପୁର ବ୍ଲକ ସଦର ମହକୁମା ସ୍ଥିତ ବସଷ୍ଟାଣ୍ଡ ଠାରେ ଜଗନ୍ନାଥ ମନ୍ଦିର କାମ ନିମନ୍ତେ ଆଇଟିଡିଏ ତରଫରୁ ୧ଲକ୍ଷ ଟଙ୍କା ଆସିଥିଲା |

କିନ୍ତୁ ପ୍ରଭୂ ଜଗନ୍ନାଥଙ୍କ ମନ୍ଦିର ଆଜକୁ ପ୍ରାୟ ୩ ବର୍ଷ ହେବ ଅଧା ହୋଇପଡିରହିଛି | ସେହି କାମଟି କେବେ ସରିବ ପ୍ରଭୂ ଜଗନ୍ନାଥଙ୍କ ମୂର୍ତ୍ତି ରଖିବୁ ବୋଲି ଚନ୍ଦ୍ରପୁର ବାସି ଜଗି ବସିଛନ୍ତି | ଏହା ଚନ୍ଦ୍ରପୁର ପାଇଁ ନୁଆ କଥା ନୁହେଁ ପୁରୁଣା କଥା କାରଣ ଚନ୍ଦ୍ରପୁର ଏକ ପଛୁଆ ଅଂଚଳ ଅଟେ | ଏହି ଭଳି ବିଭିନ୍ନ କାମ ଅଧପନ୍ତରିୟା ହୋଇ ପଡିରହିଥିବା ବିଭିନ୍ନ ଗଣମାଧ୍ୟମ ଖବରକାଗଜରେ ପ୍ରକାଶ ପାଉଥିଲେ ମଧ୍ୟ ଚନ୍ଦ୍ରପୁର ପ୍ରଶାସନ ଠାରୁ ଆରମ୍ଭ କରି ଉପର ପ୍ରଶାସନକୁ ନିବେଦନ କରୁଥିଲେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁ ନ ଥିବା ସାଧାରଣରେ ଚର୍ଚ୍ଚାର ବିଷୟ ହେଉଛି |

Comments are closed.