Wednesday, August 12, 2020
Home Cultural & Festival ଧୁମ୍ ଧାମରେ ପାଳନ ହେଉଛି ଚୈତ୍ର ପର୍ବ

ଧୁମ୍ ଧାମରେ ପାଳନ ହେଉଛି ଚୈତ୍ର ପର୍ବ

ଲମତାପୁଟ(କପିଳେନ୍ଦ୍ରଦେବ ସାମନ୍ତରାୟ): କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅଞ୍ଚଳରେ ଗତ ସାତ ଦିନ ଧରି ଧୁମ୍ ଧାମରେ ରେ ପାଳନ କରୁଛନ୍ତି ଚୈତ୍ର ପର୍ବ ।

ପ୍ରତ୍ୟେକ ଗାଁ ମାନଙ୍କରେ ବ୍ୟାଣ୍ଡ ପାର୍ଟି, ମାଇକ୍ ରେ ଗିତ ବଜାଇବା ସହିତ ଆଦିବାସୀ ମାନଙ୍କ ପାରମ୍ପରିକ ବାଦ୍ୟର ତାଳେତାଳେ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି । ପର୍ବର ପୁର୍ବ ଦିନ ଗ୍ରାମର ଟିକିଏ ଦୁରରେ ଥିବା ଦେବୀଙ୍କର ପିଠରେ ଯାତ୍ରା କରି ସାରିବା ପରେ ପର୍ବ ଦିନ ଆମ୍ବ ନୁଆ ଖିଆଯାଇଥାଏ । ତାପର ଦିନ ଟିଙ୍ଗିରି ବେଣ୍ଟ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ସ୍ତ୍ରୀ ଲୋକ ମାନେ ରାସ୍ତା ଉପରକୁ ଆସି ରାସ୍ତାରେ ଯାଉଥିବା ଗାଡି ମାନଙ୍କୁ ଅଟକାଇ ପାଜୋର୍ ଆଦାୟ କରିଥାନ୍ତି । ପରେ ବେଣ୍ଟରୁ ଫେରି ଥିବା ପୁରୁଷ ମାନଙ୍କୁ ପାଜୋର ପଇସାରେ ପଣା ତିଆରି କରି ପିଇବାକୁ ଦେଇଥାନ୍ତି ଓ ଟିଙ୍ଗିରି ବେଣ୍ଟର ପର ଦିନ ବଡ଼ ବେଣ୍ଟ କରିଥାନ୍ତି ଓ ଜଙ୍ଗଲକୁ ଯାଇ ବେଣ୍ଟ ଶିକାର କରନ୍ତି । ଏହି ପର୍ବ ବିଶେଷତ୍ଵ ହେଉଛି ଆଠ ଦିନ ପର୍ଯ୍ୟନ୍ତ ବିଲବାଡ଼ରେ କୈାଣସି କାର୍ଯ୍ୟ ହୋଇ ନ ଥାଏ, ବିହନ ଅନୁକୂଳ କରନ୍ତି । ଓ ଆମ୍ବ ନୁଆ ଖାଇ ନାଚ ଗୀତରେ ମସ୍ ଗୁଲ୍ ହୋଇ ଚୈତ୍ର ପର୍ବକୁ ସେସ କରନ୍ତି।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

RTI ମାଗିବାରୁ ଯୁବକଙ୍କ ନା ରେ ଥାନାରେ ଏତଲା ଦେଲା ବ୍ଲକ ପ୍ରଶାସନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ // ଲମତାପୁଟ (୧୧/୦୮): ଲମତାପୁଟ ବ୍ଲକ ଡାବୁଗୁଡା ପଞ୍ଚାୟତ କଡ୍ରି ଗ୍ରାମର ଜଗନ୍ନାଥ ବାଙ୍କିଆ ନାମକ ଜଣେ ଯୁବକ ନିଜ ପଞ୍ଚାୟତ ଡ଼ାବୁଗୁଡା ର ୨୦୦୫ରୁ ୨୦୨୦ବର୍ଷ ପର୍ଯ୍ୟନ୍ତ...

ପୋଖରୀରେ ବୁଡି ନାବାଳକ ମୃତ

ରିପୋର୍ଟ: ରାକେଶ ମହାରଣା // କୋଦଳା (୧୧/୦୮): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଲଛିପୁର ଗ୍ରାମରେ ଏକ ଦୁଖଃଦ ଘଟଣା ଘଟିଯାଇଛି। ଆଜି ସକାଳ ୮:୩୦ ମିନିଟରେ ଉକ୍ତ ଗ୍ରାମର ଲକ୍ଷ୍ମୀ ପୋଲାଇଙ୍କ...

ବର୍ଷା ଠିକ ହେଉଥିବାରୁ ବନ୍ଧୁଗାଁ ଚାଷୀ ମୁହଁରେ ହସ ଫୁଟୁଛି

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା୧୧.୮.୨୦): କୋରାପୁଟ ଜିଲ୍ଲାର୍ ଶେଷ ସୀମାନ୍ତ ବ୍ଲକ ଅଟେ | ଏହି ବ୍ଲକଠାରେ ଗତ ୧୫ ଦିନ ହେବ କିଛି ପଞ୍ଚାୟତରେ ଧାନ ରୁଆ ଅଧିକାଂଶ ଶେଷ...

ଅଜଣା ଗାଡ଼ି ଧକ୍କାରେ ଜଣେ ଦକ୍ଷ ବ୍ୟକ୍ତି ଗୁରୁତର

ରିପୋର୍ଟ: ସତ୍ୟଜିତ ବାରିକ // ଯାଜପୁର (୧୧/୦୮): ଯାଜପୁର ଜିଲ୍ଲା ବରୀ ବରୁଆଁ ମୁଖ୍ୟ ରାସ୍ତାର ଗାନ୍ଧୀ ଛକ ନିକଟ ଡାକ୍ତର ପତିବାବୁଙ୍କ ବାସଭବନ ସମ୍ମୁଖରେ ଅଜଣା ଗାଡ଼ି ଧକ୍କାରେ ରମ୍ପା ପଞ୍ଚାୟତ ଅଧିନସ୍ଥ...

Recent Comments

%d bloggers like this: