Friday, March 29, 2024

Top 5 This Week

Related Posts

ବିଜୁ ସ୍ୱାସ୍ଥ୍ୟ କାର୍ଡ ବଳରେ ଜୀବନ ବଞ୍ଚିଲା

ରିପୋର୍ଟ : ପ୍ରଣତି ସାବତ
ଗଜପତି/କାଶୀନଗର, (୧୭/୦୫) : ବିଜୁ ସ୍ୱାସ୍ଥ୍ୟ କାର୍ଡ ମୋ ଜୀବନ ବଞ୍ଚାଇଲା ବୋଲି ଘାଷି ନାମକ ଜଣେ ରୋଗୀ ଉତ୍କଣ୍ଠିତ କଣ୍ଠ ରେ କହିଛନ୍ତି ।

ସୂଚନା ମୁତାବକ ଅଲଡ଼ା ଗ୍ରାମ ପଞ୍ଚାୟତ ର ଗାନ୍ଧୀ ନଗର ରେ ରୁହନ୍ତି ଘାସି ଦିନ ମଜୁରିଆ ଭାବେ କାର୍ଯ୍ୟ କରି ନିଜ ପିଲା କୁଟୁମ୍ବ କୁ ପୋଷୁଥିବା ବେଳେ ହଠାତ୍ କିଡନୀ ରୋଗ ରେ ପଡିଯାଇଥିଲା । ଦିନ କୁ ଦିନ ତାର ଦେହ ଖରାପ ହୋଇ ଉଠିଥିଲା । ତାଙ୍କୁ କେହି ବଦାନ୍ୟ ବ୍ୟକ୍ତି ବିଜୁ ସ୍ୱାସ୍ଥ୍ୟ କାର୍ଡ ବିଷୟ କହିଲେ ।

ସେ ବିଜୁ ସ୍ୱାସ୍ଥ୍ୟ କାର୍ଡକୁ ନେଇ ନିକଟରେ ଥିବା ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ର ଏକ ଘୋରାଇ ହସ୍ପିଟାଲ ରେ ଯାଇ ଚିକିତ୍ସା ପାଇଲା ସେଠାରୁ ଫେରି ଏହି ଘାସି ସମସ୍ତଙ୍କୁ ଏହି ବିଷୟ ରେ କିଭଳି ସୁସ୍ଥ ହୋଇ ଘରକୁ ଫେରିଲା ସେ ନେଇ ସୂଚନା ଦେଲା । ବର୍ତ୍ତମାନ ସେ ତାହାର ଗ୍ରାମ ରେ ରହି ନିଜ ଜୀବିକା ନିର୍ବାହ କରୁଛି ।

Popular Articles