Related Contents

ଘରପୋଡି ପରିବାରକୁ ଅଗ୍ନିଶମ ବିଭାଗ ତରଫରୁ ସାହାଯ୍ୟ

ବୈପାରୀଗୁଡା(ଏନ.ସନ୍ତୋଷ): ବୈପାରୀଗୁଡା ସ୍ଥିତ ଅଗ୍ନିଶମ ଅଧିକାରୀ ଶିଶିର କାନ୍ତ ସିଂ ଦଣ୍ଡାବାଡ଼ି ପଞ୍ଚାୟତର କାଳିଆ ଅଟାଲର ଘର ପୋଡିଥିବା ପରିବାରକୁ ନିତି ବ୍ୟବହାର ସାମଗ୍ରୀ ଓ ତହସିଲଦାର ସଂଜୀବ କୁମାର ସାହୁ ତରଫରୁ ଜୋରି ସାହାଯ୍ୟ କରିଥିବା ଖବର ମିଳିଛି |

ସୂଚନା ଥାଉକି ଗତ ମଙ୍ଗଳବାର ୧୬/୦୪/୨୦୧୯ ଦିନ କୋଣସି କାରଣରୁ କାଳିଆ ଅଟାଲର ସୁବାଷ ମୁଦୁଲିଙ୍କ ଘର ପୋଡି ପାଉଁଶ ହୋଇଛି | ସୁବାଷ ଅତ୍ୟନ୍ତ ଗରିବ ଶ୍ରେଣୀର ହେତୁ ସରକାର ତରଫରୁ ନୂତନ ଘର ଆବଶ୍ୟକ ରହିଛି ବୋଲି ସାଧାରଣରେ ଆଲୋଚନା ହେଉଛି |l

Comments are closed.