Thursday, March 28, 2024

Top 5 This Week

Related Posts

ନୂଆ ସରପଞ୍ଚ ଙ୍କ ନେତୃତ୍ୱରେ ଗାଁ ସଫେଇ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୫/୦୫) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ର ଖାରଡ଼ା ଗ୍ରାମ ରେ ନୂଆ ସରପଞ୍ଚ ଗ୍ରାମ କୁ ସଫା କରାଇଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ ଖାରଡ଼ା ଗ୍ରାମ ର ବଜରଙ୍ଗି ଯୁବକ ସଂଘ ର ସଦସ୍ୟ ମାନଙ୍କୁ ନେଇ ଗ୍ରାମ ସାରା ସଫା କରାଇଛନ୍ତି । ଆଗାମୀ ୧୬ ତାରିଖ ରୁ ଗ୍ରାମ ରେ ଠାକୁରାଣୀ ଯାତ୍ରା ହେବ ଏଣୁ ଗ୍ରାମ ସଫେଇ କାର୍ଯ୍ୟ ହାତକୁ ନେଇଥିବା ସରପଞ୍ଚ ଅଖିଳ ପାତ୍ର କହିଛନ୍ତି ।

Popular Articles