ରାଧାରମଣ ସଂକୀର୍ତ୍ତନ ମଣ୍ଡଳୀ ଆନୁକୂଲ୍ୟରେ ୪୧ ତମ ଚବିଶ ପ୍ରହର ନାମଯଜ୍ଞ ଅନୁଷ୍ଠିତ

0
138
ରାଧାରମଣ ସଂକୀର୍ତ୍ତନ ମଣ୍ଡଳୀ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/କଣ୍ଟାବାଞ୍ଜି, ତା (୧୦/୦୫) : କଣ୍ଟାବାଞ୍ଜି ନୂଆପଡା ର ରାଧାରମଣ ସଂକୀର୍ତ୍ତନ ମଣ୍ଡଳୀ ଆନୁକୂଲ୍ୟରେ ୪୧ ତମ ଚବିଶ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇ ଉଦଯାପିତ ହୋଇଯାଇଛି ।

କରୋନା ଯୋଗୁଁ ଦୁଇ ବର୍ଷ ବନ୍ଦ ଥିବା ନାମଯଜ୍ଞ ରାଧାରମଣ ସଂକୀର୍ତ୍ତନ ମଣ୍ଡଳୀ ଆନୁକୂଲ୍ୟରେ ଚଳିତ ବର୍ଷ ଶୁକ୍ରବାର ଠାରୁ ଆରମ୍ଭ ହୋଇ ସୋମବାର ଦିନ ନଗର କୀର୍ତ୍ତନ ସହିତ ମହାଧୂମ ଧାମରେ ଉଦଯାପିତ ହୋଇଛି । ଏହି ନାମଯଜ୍ଞରେ କଳାହାଣ୍ଡି, ବରଗଡ଼, ପଦ୍ମପୁର, ନୂଆପଡା, ଛତିଶଗଡ଼ ଆଦି ବିଭିନ୍ନ ଗ୍ରାମରୁ ୨୦ ଗୋଟି କୀର୍ତ୍ତନ ଦଳ ଯୋଗଦେଇ ହରିନାମ ଜପ କରିଥିଲେ ।

ଏହି ନାମଯଜ୍ଞ କୁ ସଫଳ କରିବାରେ କମିଟିର ସଭାପତି କାଳିଆ ବେହେରା, ସଂପାଦକ ବିରଞ୍ଚି ନାରାୟଣ ଦାଶ, ଉପସଭାପତି ବିଶିକେଶନ ନାଗ, ସହସଂପାଦକ ସୁଧାଂଶୁ ପୁରୋହିତ, କଣ୍ଟାବାଞ୍ଜି ନୂଆପଡା ର ରାଧା ରମଣ ସଂକୀର୍ତ୍ତନ ମଣ୍ଡଳୀ ଆନୁକୂଲ୍ୟରେ ୪୧ ତମ ଚବିଶ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇ ଉଦଯାପିତ ହୋଇଯାଇଛି ।