ଲୋକନୃତ୍ୟ ମାଧ୍ୟମରେ ଭୋଟ ସଚେତନତା

ରାଇକିଆ(ଜଗଦୀଶ ଦାସ): କନ୍ଧମାଳ ଜିଲ୍ଲା ରାଇକିଆ ଓ ଜନ ସଚେତନ ଲୋକ କଳା ଯୁବ ପରିଷଦ କଳାକାର ମାନଙ୍କ ଦ୍ୱାରା ଭୋଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

ଏହା ବେଶ ସଫଳତାର ସହ ରାଇକିଆ ବ୍ଲକର ଇନ୍ଦ୍ରଗଡ, ରଣବା, କରଡା, ଡୁବା, ରତିଙ୍ଗି, ସାରସା, ପାଟା, ପୋଢମାରି, କେନ୍ଦୁଖାରୀ, ସଲପଗୁଡା, ପାଜୀ ଗାଲୁ, ପପସି, ଲେଙ୍ଗୁମାହା ଓ ଅନେକ ଉପାନ୍ତ ଗ୍ରାମରେ କୁଇ ଭାଷାରେ ନାଚ, ଗୀତ, ମାଧ୍ୟମରେ ଲୋକମାନଙ୍କୁ ଗୋଟି କାର୍ଡରୁ ଗୋଟିଏ କାର୍ଡ, ଅର୍ଥାତ ଆଧାର କାର୍ଡ, ଭୋଟର କାର୍ଡ, ପାନ କାର୍ଡ, ଜବ କାର୍ଡ, ପାସ ବୁକ, ଭତ୍ତା କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଇତ୍ୟାଦି ମଧ୍ୟରୁ ଗୋଟିଏ କାର୍ଡ ଧରି ଭୋଟ ଦେବାକୁ ସଚେତନ କରିଥିଲେ |

Comments are closed.