Friday, March 29, 2024

Top 5 This Week

Related Posts

କାଶୀନଗର ପୋଲିସ୍ ର ଧର ପଗଡ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, ଗଜପତି, (୦୯/୦୫) : ଆଜି ଗଜପତି ଜିଲ୍ଲା ର କାଶୀନଗର ପୋଲିସ୍ ସହର ର ବିଭିନ୍ନ ସେଲ୍ ପଏଣ୍ଟ ଉପରେ ଧର ପଗଡ କରିଥିବା ଜଣା ଯାଇଛି ।

ପ୍ରାପ୍ତ ସୂଚନା ମୁତାବକ ରାଜ୍ୟ ରେ ପ୍ରି ଏକ୍ଟିଭ ଭେଟେଡ଼ ସିମ୍ କାରବାର ବୃଦ୍ଧି ପାଉଥିବାରୁ ଗଜପତି ଜିଲ୍ଲା ର ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ ଙ୍କ ନିର୍ଦ୍ଦେଶ କ୍ରମେ କାଶୀନଗର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଙ୍କ ନେତୃତ୍ୱରେ କାଶୀନଗର ସହର ର ବିଭିନ୍ନ ସେଲ୍ ଦୋକାନ ରେ ଅତର୍କିତ ଭାବେ କାଶୀନଗର ପୋଲିସ୍ ଚଢ଼ାଉ କରିଥିଲା ।

ପୋଲିସ ର ଏହି ଧରପ ଗଡ଼ ରେ ଏ ଏସ ଆଇ ପୁରୋହିତ, ଶଙ୍କର ରାଓ, ବେଣୁ ଗୋପାଳ ଓ ଥାନା ର ଇନ୍ସପେକ୍ଟର, ହାବିଲଦାର ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ମାନେ ମଧ୍ୟ ଯୋଗ ଦେଇ ଚଢ଼ାଉ କୁ ସଫଳ କରିଥିଲେ ।

Popular Articles