Related Contents

ମାଲକାନଗିରି ହୋଟେଲରୁ ୨ଲକ୍ଷ ଟଙ୍କା ଜବତ

ମାଲକାନଗିରି ଜିଲ୍ଲା ପ୍ରତିନିଧି(ଅସୀମ ବିଶ୍ୱାସ): ଆଜି ମାଲକାନଗିରିର ଏକ ଜୈନିକ ହୋଟେଲ ଗୋଲଡେନ ଭିୟୁରେ ୨୦୭ନମ୍ବର ରୁମରେ ଅବୈଧ ଟଙ୍କା ରଖାଯାଇଥିବା ପୋଲିସ ଖବର ପାଇଥିଲା ।

ଏହାପରେ ମାଲକାନଗିରି ପୋଲିସର ଏକ ଟିମ ଚଢ଼ାଉ କରି ରୁମରେ ଥିବା ସୁଶାନ୍ତ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ନିକଟରୁ ୨ଲକ୍ଷ ଟଙ୍କା ଜବତ କରି ଥିଲା | ଏବେ ପୋଲିସ ତାର ତଦନ୍ତ ଜାରିରଖିଛି |

Comments are closed.