Advertisements
Sunday, May 31, 2020
Home Election News ସାଧାରଣ ନିର୍ବାଚନ ପାଇଁ ପ୍ରଶାସନର କଡାକଡି ପଦକ୍ଷେପ

ସାଧାରଣ ନିର୍ବାଚନ ପାଇଁ ପ୍ରଶାସନର କଡାକଡି ପଦକ୍ଷେପ

ରାୟଗଡା (ଗୋପୀନାଥ ଗୌଡ଼): ୨୦୧୯ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ କଡାକଡି ପଦକ୍ଷେପ ସବୁ ଗ୍ରହଣ କରାଯାଉଛି |

ତେଣୁ ବର୍ତ୍ତମାନ ସୁଦ୍ଧା ରାୟଗଡା ଜିଲାରେ ୮୩୪ଜଣ ଅସାମାଜିକ ବ୍ୟକ୍ତିଙ୍କ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ବିରୁଦ୍ଧରେ ନୋଟିସ ଜାରି କରଯାଇଛି ଥିବା ଏସପି କହିଛନ୍ତି | ଗତ ଦୁଇ ମାସ ମଧ୍ୟରେ ୧୨ଶହ ଲିଟର ବେଆଇନ ଦେଶୀମଦ ଏବଂ ବିଦେଶୀ ମଦ ଜବତ କରାଯାଇଛି | ବିଭିନ୍ନ ସ୍ଥାନରୁ ୧୨୦ଟି ମାମଲା ମଧ୍ୟ ରୁଜୁ ହୋଇଛି | ଏଥିରେ ଶତାଧିକ ଗିରଫ ହୋଇଥିବା ଏସ ପି ସୂଚନା ଦେଇଛନ୍ତି |

ଆଗାମୀ ୧୧ତାରିଖରେ ହେବାକୁ ଥିବା ନିର୍ବାଚନକୁ ବର୍ଜନ କରିବାପାଇଁ ନକ୍ସଲ ଦେଇଥିବା ଡାକରାକୁ ଭୟ ଦୂର କରିବା ପାଇଁ ପୋଲିସ ପକ୍ଷରୁ ସମ୍ବେଦନଶିଳ ଅଂଚଳରେ ବ୍ୟାପକ କମ୍ବିଙ୍ଗ ଅପେରସନ ସହ ବିଭିନ୍ନ ସ୍ଥାନରେ ଫ୍ଲlଗମାର୍ଚ୍ଚ ବ୍ୟବସ୍ଥା କରାଯାଇଛି | ୧୦ଟି କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ଦଳ ମଧ୍ୟ ନିୟୋଜିତ ହୋଇଛନ୍ତି | ଏପରିକି ନିର୍ଭୟରେ ଭୋଟ ଦେବାପାଇଁ ଏସ ପି ସାଧାରଣ ଜନତାଙ୍କୁ ଅପିଲ କରିବା ସହ ମୁଖ୍ୟ ସ୍ରୋତରେ ସାମିଲ ହେବାପାଇଁ ଅନୁରୋଧ କରିଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜିଲା ବିଜେଡି ସଭାପତି ଓ ହସ୍ତତନ୍ତ ମନ୍ତ୍ରୀଙ୍କ ସହ ପଟାଙ୍ଗି ଓ କୋରାପୁଟ,ଲୋଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ବନ୍ଧୁଗାଁ ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୨୭:୫:୨୦): କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକ ଠାରେ ରହିଥିବା କରନା ଭାଇରସ ରୋଗ ବିଷୟରେ ଅଞ୍ଚଳରେ ତଦାରଖ ଓ ସମୀକ୍ଷା କରିବା...

ଭାରତୀୟ ଯୁବ ମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୦୫): ସମଗ୍ର ବିଶ୍ୱକୁ କରୋନା ଭୁତାଣୁ ପାଇଁ ପ୍ରଭାବିତ ଥିବା ବେଳେ ପଦ୍ମପୁର ଭାରତୀୟ ଜନତା ଯୁବମୋର୍ଚା ତରଫରୁ ଲଗାତାର ରକ୍ତଦାନ...

ବୁକୁରାମୁଣ୍ଡା ଠାରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୫): ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୁତାଣୁ କୋବିଡ଼-୧୯ ନିଜର କାୟା ବିସ୍ତାର କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ...

ଜାମସେଠ ଓ ଟେମରୀ ଗ୍ରାମରେ ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପାଇକମାଳ,୩୦/୫: କୋଭିଡ ଯୋଦ୍ଧାଙ୍କୁ ସମାନ ଜଣାଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ପାଇକମାଳ ଜାମସେଠ ଗ୍ରାମ ପଞ୍ଚାୟତରେ ସରପଞ୍ଚ ରମ୍ଭା ତାଣ୍ଡିଙ୍କ...

Recent Comments

%d bloggers like this: