Advertisements
Sunday, May 31, 2020
Home Business & Private ବୈପାରୀଗୁଡା ହାଟରେ ପାରମ୍ପାରିକ ପୂଜା

ବୈପାରୀଗୁଡା ହାଟରେ ପାରମ୍ପାରିକ ପୂଜା

ବୈପାରୀଗୁଡା (ଏନ.ସନ୍ତୋଷ): ବୈପାରୀଗୁଡା ସ୍ଥିତ ସାପ୍ତାହିକ ବଜାର ପାରମ୍ପାରିକ ପୂଜାର୍ଚନା କରାଯାଇଛି |

ବୈପାରୀଗୁଡା ବ୍ଲକ କୁଡ଼ିଏଟି ପଞ୍ଚାୟତ ଏହି ହାଟକୁ ନିର୍ଭର କରିଥାନ୍ତି | ଏଠାରେ ଜନଗହଳି ଅଧିକ ରହିଥାଏ | ଏଣୁ ହାଟର ବ୍ୟବସାୟ ଉନ୍ନତି ପାଇ ଏବଂ କିଛି ଅଘଟଣ ନ ଘଟିବା ପାଇ ପୂର୍ବ ପୁରୁଷରୁ ଚୈତ୍ର ମାସରେ ଶୁକ୍ରବାର ଦିନ ପୂଜାର୍ଚନା ଚାଲିଆସୁଛି | ଏହି ବିଶ୍ୱାସରେ ପ୍ରତ୍ୟେକ ବର୍ଷ ଏହି ଦିନରେ ପୂଜାର୍ଚନା କରାଯାଇଥାଏ | ଏହି କାର୍ଯ୍ୟକ୍ରମର ମୁଖ୍ୟ ପୂଜକ ପ୍ରହଲ୍ଲାଦ ଦିଶାରୀ, ସ୍ଥାନୀୟ ସରପଞ୍ଚ ଭାଗିରଥି ମୁଜିଆ ତଥା ବ୍ୟବସାୟୀ ଘାସିରାମ ଗୌଡ଼, ଆଲୋକ ପଟ୍ଟନାୟକ, ସଦା ଗୌଡ଼ ସହ ବହୁ ହାଟ ବ୍ୟବସାୟୀ ଉପସ୍ଥିତ ରହିଥିଲେ |

Advertisements

Most Popular

ଜିଲା ବିଜେଡି ସଭାପତି ଓ ହସ୍ତତନ୍ତ ମନ୍ତ୍ରୀଙ୍କ ସହ ପଟାଙ୍ଗି ଓ କୋରାପୁଟ,ଲୋଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ବନ୍ଧୁଗାଁ ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୨୭:୫:୨୦): କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକ ଠାରେ ରହିଥିବା କରନା ଭାଇରସ ରୋଗ ବିଷୟରେ ଅଞ୍ଚଳରେ ତଦାରଖ ଓ ସମୀକ୍ଷା କରିବା...

ଭାରତୀୟ ଯୁବ ମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୦୫): ସମଗ୍ର ବିଶ୍ୱକୁ କରୋନା ଭୁତାଣୁ ପାଇଁ ପ୍ରଭାବିତ ଥିବା ବେଳେ ପଦ୍ମପୁର ଭାରତୀୟ ଜନତା ଯୁବମୋର୍ଚା ତରଫରୁ ଲଗାତାର ରକ୍ତଦାନ...

ବୁକୁରାମୁଣ୍ଡା ଠାରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୫): ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୁତାଣୁ କୋବିଡ଼-୧୯ ନିଜର କାୟା ବିସ୍ତାର କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ...

ଜାମସେଠ ଓ ଟେମରୀ ଗ୍ରାମରେ ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପାଇକମାଳ,୩୦/୫: କୋଭିଡ ଯୋଦ୍ଧାଙ୍କୁ ସମାନ ଜଣାଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ପାଇକମାଳ ଜାମସେଠ ଗ୍ରାମ ପଞ୍ଚାୟତରେ ସରପଞ୍ଚ ରମ୍ଭା ତାଣ୍ଡିଙ୍କ...

Recent Comments

%d bloggers like this: