Thursday, March 28, 2024

Top 5 This Week

Related Posts

ଚୋରି ଜିନିଷ ସହ ୨ ସନ୍ଦିଗ୍ଧ ଗିରଫ : ଅଟୋ ଜବତ

ରିପୋର୍ଟ : ପ୍ରଣତି ସାବତ
ଗଜପତି, (୨୮/୦୪) : ଗତ କିଛି ଦିନ ତଳେ କାଶୀନଗର ର ଜଣେ ମାଇକ ମାଲିକ ଙ୍କ କିଛି ଜିନିଷ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଆଜି ଏହି ସବୁ ଜିନିଷ ଉଦ୍ଧାର ହୋଇଥିବା ଜଣା ପଡିଛି ।

ପ୍ରକାଶ ଥାଉ କି କାଶୀନଗର ଜନ ଶୁଣା ମାଇକ ଓ ସାଉଣ୍ଡ ମାଲିକ ଙ୍କ ଏପ୍ଲିଫାୟର ଓ ବକ୍ସ ଚୋରି ହୋଇଥିଲା । ଏ ନେଇ କାଶୀନଗର ଥାନା ରେ ଅଭିଯୋଗ ହୋଇଥିଲା । କାଶୀନଗର ପୋଲିସ ଅନୁସନ୍ଧାନ କରି ଆଜି ଦୁଇ ସନ୍ଦିଗ୍ଧ କସମଲା ଗ୍ରାମ ର ଜି ମଧୁ ଓ ଧମୁନିଗାଁ ର ଏସ ରାଜୁ ଙ୍କୁ ଗିରଫ କରିବା ସହ ୨ ଟି ଏମ୍ପ୍ଲାଫାୟର ଓ ଦୁଇଟି ସାଉଣ୍ଡ ବକ୍ସ ଏଥିରେ ବ୍ୟବହୃତ ଗୋଟିଏ ଅଟୋ ଜବତ କରି ଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ପ୍ରେସ କୁ ଜଣାଇଛନ୍ତି ।

Popular Articles