ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ଉତ୍କଳ ଦିବସ ପାଳିତ

ଜୟପୁର(ସୌମ୍ୟରଂଜନ ସାହୁ): ଉତ୍କଳ ଦିବସ ଉପଲକ୍ଷେ ଉପଖଣ୍ଡ ପ୍ରଶାସନ ଅଧିକାରୀ ମାନଙ୍କ ଦ୍ଵାରା ଜୟପୁର ସହରରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା |

ପି.ଏ. ଆଇ. ଟି. ଡି. ଏ. ତଥା କାଯ୍ୟନର୍ବାହି ଅଧିକାରୀ ଗୋପୀନାଥ ସରକା, ପୌରପାଳିକା ଜୟପୁର, ତହସିଲଦାର ଜୟପୁର ମାତା ରାମ ଲୀୟଙ୍ଗି ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ପୀତବାସ ବିଶ୍ୱାଳ ଜୟପୁର ଓ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।

Comments are closed.