Friday, March 29, 2024

Top 5 This Week

Related Posts

କାଶୀନଗର ଚଳିତ ବର୍ଷ ର ସର୍ବୋଚ୍ଚ ତାପମାତ୍ରା ଆଜି ରେକର୍ଡ ଭାଙ୍ଗିଛି ୪୨ ଡିଗ୍ରୀ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୫/୦୪) : ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ବ୍ଲକ ତଥା ସହର ରେ ଟପ୍ ତାପମାତ୍ରା ରେକର୍ଡ ଭାଙ୍ଗିଛି, ଯାହା ଫଳରେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇ ଉଠିଛି ।

ଆଜି ଅପରାହ୍ନ ୨ ଟା ବେଳେ ସହର ର ତାପମାତ୍ରା ସର୍ବୋଚ୍ଚ ୪୨ ଡିଗ୍ରୀ ରେକର୍ଡ ହୋଇଛି । ଯାହାକି ଚଳିତ ବର୍ଷ ର ଏହା ପ୍ରଥମ ତାପମାତ୍ରା । ଯାହା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ଯାଇଛି । ଲୋକେ ବାହାର କୁ ବାହାରି ପାରୁଁ ନାହାନ୍ତି । ପଡୋଶୀ ପାରଳାଖେମୁଣ୍ଡି ରେ ୪୪ ଡିଗ୍ରୀ ରହିଛି ।

Popular Articles