କୁଟ୍ରାଗଡ ରେ ମାଁ ମାଣିକେଶ୍ଵରୀ ବାଲିଯାତ୍ରା ଅନୁଷ୍ଠିତ

0
167
କୁଟ୍ରାଗଡ ରେ

ରିପୋର୍ଟ : ନରତ୍ତମ ପାଢୀ
ବିଷମ କଟକ /କୁଟ୍ରାଗଡ, ତା (୧୮/୪) : ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ କୁଟ୍ରାଗଡ ରେ ମାଁ ମାଣିକେଶ୍ଵରୀ ଯାତ୍ରା କୃଷ୍ଣ ପକ୍ଷ ଦ୍ୱିତୀୟା ତିଥୀ ରେ ଅନୁଷ୍ଠିତ ହୋଇଥାଏ । ଏହି ଯାତ୍ରା ଟି ଆଦିମ ୩୬୦ ବର୍ଷ ପୂର୍ବ ରୁ ରାଜା ଅମଳରୁ ଚାଲି ଆସିଛି ।WhatsApp Image 2022 04 20 at 7.36.48 AM କୁଟ୍ରାଗଡ ରେ ମାଁ ମାଣିକେଶ୍ଵରୀ ବାଲିଯାତ୍ରା ଅନୁଷ୍ଠିତ

ଏହି ଯାତ୍ରା ଟି ୧୨ ଦିନ ଧରୀ ଚାଲି ଆସିଛି । ଶେଷ ଦିନକୁ ଯାମି ମାଡ଼ି ବସି ପୂଜାରୀ ଶ୍ରୀ ନୀଳାମ୍ବର ଭାଟ, ଶ୍ରୀ ସୁରେନ୍ ଭାଟ ପାଟ ଖଣ୍ଡା ଧରି ଗ୍ରାମ ପରିଭ୍ରମଣ କରୁଥିବା ବେଳେ କୁଟ୍ରାଗଡ ରେ ସମସ୍ତ ସଦସ୍ୟ ଓ ବାହାରୁ ଭକ୍ତ ମନେ ଆସିବା ଦେଖାଯାଏ ଆଦିମ ଜନଜାତି ଡଙ୍ଗରିଆ ସମ୍ପ୍ରଦାୟ ଓ ରାମଣା କୁପୁଲି ର ସମସ୍ତ ଗ୍ରାମବାସୀ ସହଯୋଗରେ ଗ୍ରାମରେ ମାଁ ମାଣିକେଶ୍ଵରୀ ଯାତ୍ରା ଅନୁଷ୍ଠିତ ହୋଇଥାଏ ।

ଗ୍ରାମ ର ମୁଖ୍ୟ ଭାବେ ରଘୁଆ ରଖିତ ପାତ୍ର, ବ୍ଲାଦେବ ପାତ୍ର, ପ୍ରହଲ୍ଲାଦ ପାତ୍ର, ବିରାଜ ପାତ୍ର, ସମାଜ ସେବୀ କା ଅନିତା ପିଡିକାକା, ଶ୍ରୀ ପଦ୍ମଲୋଚନ ଭିଭାର, ରତାନ କର ଉଳକା, ରୁଦ୍ର, ପଞ୍ଚାନନ, ରାମ ରଣା, ରତାନ୍ କର କିଲାକା, ଭବାନୀ କୁତ୍ରୁକା, ଚନ୍ଦ୍ରପତି ଗରଡିଆ, ପୁରାତନ ସରପଞ୍ଚ ଶ୍ରୀ ଡ଼ମ୍ବୁ ପିଡିକାକା ଓ ଲମ୍ବୋଦର ପିଡିକାକା ଏବଂ କୁଟରା ଗଡ ଗ୍ରାମବାସୀ ଓ ଆଖ ପାଖ ଗ୍ରାମବାସୀ ସହଯୋଗ କରନ୍ତି । ମନୋରଞ୍ଜନ କାର୍ଯ୍ୟକ୍ରମ ଭାରତ ନୀଳ ଗଞ୍ଜାମ ଜିଲ୍ଲା ଶ୍ରୀ ଟୁନା ପ୍ରଧାନ ମାଷ୍ଟର ଦ୍ଵାରା ପରିବେଷଣ ହୋଇଥିଲା ।