Related Contents

ବିଧାନସଭା ଓ ଲୋକସଭା ବିରୁଦ୍ଧରେ ମାଓ ପୋଷ୍ଟର

ରାୟଗଡା ଜିଲ୍ଲା (ଅକ୍ଷୟ କୁମାର ପିଡିସିକା): କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ପାରସାଳି ଗ୍ରାମ ପଞ୍ଚାୟତ ଅଫିସ ଖାନ୍ତ ନିକଟରେ ଏକ ବାଘୁନା ଡିଭିଜନାଲ ମାଓବାଦୀ ସଙ୍ଘଠନର ପୋଷ୍ଟର ଦେଖିବାକୁ ମିଳିଛି ।

ଏହି ପୋଷ୍ଟର ଉଲେଖ କରିଛନ୍ତି ଯେ ବିଧାନସଭା ରାଜ୍ୟ ଓ ଲୋକସଭା ନିର୍ବାଚନକୁ ତୀବ୍ର ବିରୋଧ କରି ଲେଖିଛନ୍ତି ଯେ ଜଳ, ଜମି, ଜଙ୍ଗଲ ଉପରେ ଅଧିକାର ଦମନ । ମିଛ କେଶରେ ଗିରଫ ଦାରି ଏବଂ ଲାଞ୍ଜିଗଡ଼ରୁ ବେଦାନ୍ତକୁ ଦେଖିବା ପାଇଁ ଶସ୍ତ୍ର ଆନ୍ଦୋଳନକୁ ଜୋରଦାର କରନ୍ତୁ । ବିଶେଷ କରି ଦାବୀ କରିଛନ୍ତି ଯେ ବିଧାନସଭା, ରାଜ୍ୟ ଓ ଲୋକସଭା ପାଇଁ ହେବାକୁ ଯାଉଥିବା ନିର୍ବାଚନକୁ ବର୍ଜନ କରିବା ନିମନ୍ତେ ଲୋକ ମାନଙ୍କୁ ସୁଚାଇଦେଇ କହିଛନ୍ତି ବିପ୍ଲବୀ ଲୋକ ସରକାରକୁ ମଜବୁତ କରନ୍ତୁ ବିସ୍ତାର କରନ୍ତୁ ।

Comments are closed.