Advertisements
Sunday, May 31, 2020
Home Cultural & Festival ଚନ୍ଦ୍ରପୁରରେ ହୋଲି ମହୋତ୍ସବ

ଚନ୍ଦ୍ରପୁରରେ ହୋଲି ମହୋତ୍ସବ

ଚନ୍ଦ୍ରପୁର(କୈଳାସ ମାଳବିଶୋୟୀ): ରାଜ୍ୟର ସାରା ଦେଶରେ ହୋଲି ମହୋତ୍ସବ ହେଉଥିବା ଭଳି ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ର ବିଭିନ୍ନ ପଞ୍ଚାୟତରେ ହୋଲି ମହୋତ୍ସବ ଦେଖିବାକୁ ମିଳିଛି |

ଚନ୍ଦ୍ରପୁର ସଦର ଛୋଟପିଲା ଠାରୁ ବୁଢା ବୁଢ଼ୀ ସମସ୍ତେ ମହା ଆଡମ୍ବର ସହକାରେ ଗୀତ ନାଚ ସହ ଧୁମଧାମରେ ହୋଲି ପାଳିତ ହୋଇଯାଇଛି | ସେହିଭଳି ଚନ୍ଦ୍ରପୁର ବ୍ଲକର ୮ଟି ପଞ୍ଚାୟତ, ସାରାକିମ, ବିଜାପୁର, ହନୁମନ୍ତପୁର, ଡାଙ୍ଗ ସୋରଡ଼ା, ଟୁରିଗୁଡା ଓ ପୀସକାପାଙ୍ଗା ମଧ୍ୟ ହୋଲିର ରଙ୍ଗ ବେରଙ୍ଗ ଲଗାଇ ବିଭିନ୍ନ ପ୍ରକାର ଖେଳକୁଦ ହୋଇ ପର୍ବ ପାଳନ କରାଯାଇଛି |

Advertisements

Most Popular

ଜିଲା ବିଜେଡି ସଭାପତି ଓ ହସ୍ତତନ୍ତ ମନ୍ତ୍ରୀଙ୍କ ସହ ପଟାଙ୍ଗି ଓ କୋରାପୁଟ,ଲୋଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ବନ୍ଧୁଗାଁ ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୨୭:୫:୨୦): କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକ ଠାରେ ରହିଥିବା କରନା ଭାଇରସ ରୋଗ ବିଷୟରେ ଅଞ୍ଚଳରେ ତଦାରଖ ଓ ସମୀକ୍ଷା କରିବା...

ଭାରତୀୟ ଯୁବ ମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୦୫): ସମଗ୍ର ବିଶ୍ୱକୁ କରୋନା ଭୁତାଣୁ ପାଇଁ ପ୍ରଭାବିତ ଥିବା ବେଳେ ପଦ୍ମପୁର ଭାରତୀୟ ଜନତା ଯୁବମୋର୍ଚା ତରଫରୁ ଲଗାତାର ରକ୍ତଦାନ...

ବୁକୁରାମୁଣ୍ଡା ଠାରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୫): ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୁତାଣୁ କୋବିଡ଼-୧୯ ନିଜର କାୟା ବିସ୍ତାର କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ...

ଜାମସେଠ ଓ ଟେମରୀ ଗ୍ରାମରେ ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପାଇକମାଳ,୩୦/୫: କୋଭିଡ ଯୋଦ୍ଧାଙ୍କୁ ସମାନ ଜଣାଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ପାଇକମାଳ ଜାମସେଠ ଗ୍ରାମ ପଞ୍ଚାୟତରେ ସରପଞ୍ଚ ରମ୍ଭା ତାଣ୍ଡିଙ୍କ...

Recent Comments

%d bloggers like this: