ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ମୁନିଗୁଡ଼ା ଠାରେ ରକ୍ତ ଦାନ କରି ପାଳିତ

0
183
ବିଜୁ ପଟ୍ଟନାୟକଙ୍କ

ରିପୋର୍ଟ : ନରତ୍ତମ ପାଢୀ
ରାୟଗଡା, (୧୭/୦୪) : ରାୟଗଡା ଜିଲ୍ଲା ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଜି ତା ୧୭/୪/୨୦୨୨ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ପ୍ରବାଦ ପୁରୁଷ ଶ୍ରୀଯୁକ୍ତ ବିଜୁବାବୁଙ୍କ ଶ୍ରାଦ୍ଧ ପାଳିତ କରାଯାଇଥିଲା ।

ଏହି ଦିବସରେ ମୁନିଗୁଡା ବିଜୁ ଜନତା ଦଳ ତରଫରୁ ମୁନିଗୁଡା ପଞ୍ଚାୟତ ସମିତି ସଭାପତି ଶ୍ରୀ ରତନ ଲାଲ ଜୈନ, ଶ୍ରୀ ବୃଦବନ ପାଢ଼ୀ, ଶ୍ରୀ ସିମଞ୍ଚାଲ ଦାସ, ଶ୍ରୀ ପ୍ରୁନ ଚନ୍ଦ୍ର ଗୋଡ ଙ୍କ ନେତୃତ୍ୱ ରେ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଫଳ ଓ ବିସ୍କୁଟ ବଣ୍ଟନ ଓ କଲନର। କୁ ଯାଇ ରକ୍ତ ଦାନ କରାଗଲା ।