Advertisements
Tuesday, July 7, 2020
Home General Election 2019 ୨୨ଟି ବିଧାନ ସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା- ଜାଣନ୍ତୁ କେଉଁଠାରୁ କିଏ?

୨୨ଟି ବିଧାନ ସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା- ଜାଣନ୍ତୁ କେଉଁଠାରୁ କିଏ?

ନୂଆଦିଲ୍ଲୀ (ଓଡିଶା ନ୍ୟୁଜ୨୪): ଗତକାଲି ବିଳମ୍ବିତ ରାତ୍ରୀରେ ଭାରତୀୟ ଜନତା ପାର୍ଟୀ ତା’ର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରୀ କରିଛି ।

୨୨ଟି ବିଧାନ ସଭା ଆସନ ପାଇଁ ବିଜେପି ପ୍ରକାଶ କରିଛି ପ୍ରାର୍ଥୀ ତାଲିକା। ଜାଣନ୍ତୁ କେଉଁଠାରୁ କିଏ?
୧- ଭଟଲି – ଇରାଶୀଷ ଆଚାର୍ଯ୍ୟ
୨- ଦେଓଗଡ଼ – ସୁବାଷ ପାଣିଗ୍ରାହୀ
୩- ବୀର ମହାରାଜପୁର – ରଘୁନାଥ ଜଗଦଲା
୪- ସୋନପୁର – ଅଶୋକ ପୂଜାରୀ
୫- ବଲାଙ୍ଗୀର – ଅନନ୍ତ ଦାସ
୬ – ନୂଆପଡ଼ା – ହୋମସିଂ ମାଝୀ
୭- ଝରିଗାଁ – ପର୍ଶୁରାମ ମାଝୀ
୮- ଡାବୁଗାଁ – ପଦ୍ମନ ନାୟକ
୯- ଭବାନୀ ପାଟଣା – ପ୍ରଦୀପ ନାୟକ
୧୦- ଦଶପଲା – ପୂର୍ଣ୍ଣଚନ୍ଦ୍ର ନାୟକ
୧୧- କବିସୂର୍ଯ୍ୟନଗର – ରଞ୍ଜନ ପଲାଇ
୧୨- ଛତ୍ରପୁର – ପ୍ରଶାନ୍ତ କର
୧୩- ଆସ୍କା – ଦେବରାଜ ମହାନ୍ତି
୧୪- ସୋରଡ଼ା – ନୀଳମଣି ବିଶୋଇ
୧୫- ବ୍ରହ୍ମପୁର – କାହ୍ନୁ ପତି
୧୬- ଦୀଗ ପହଣ୍ଡି – ପିଙ୍କି ପ୍ରଧାନ
୧୭- ମୋହନା – ପ୍ରଶାନ୍ତ ମଲ୍ଲିକ
୧୮- ଗୁଣୁପୁର – ଶିଶିର ଗମାଙ୍ଗୋ
୧୯- ରାୟଗଡ଼ା – ବସନ୍ତ ଉଲ୍ଲାକା
୨୦-ଜୟପୁର – ଗୌତମ ସାମନ୍ତରାୟ
୨୧- କୋରାପୁଟ – ତ୍ରୀପୁରା ଗଡ଼ା
୨୨ – ଚିତ୍ରକୁଣ୍ଡା – ପଡ଼ୁ ମାଝୀ

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିପଦ ସଂକୁଳରେ ବନ୍ଧୁଗାଁ ଲୋଷ୍ମୀପୁର ସଂଯୋଗ ରାସ୍ତା

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୭:୭:୨୦): କୋରାପୁଟ ଜିଲା ଅନ୍ତର୍ଗତ କୋରାପୁଟ ଠାରୁ କୁମ୍ଭାରୀପୁଟ, ନିଳାବାଡି,ବନ୍ଧୁଗାଁ ଦେଇ ନାରାୟଣ ପାଟଣା ବ୍ଲକ ସହ ଲୋଷ୍ମୀପୁର ସଂଯୋଗ ମୁଖ୍ୟ...

ଓଡିଶା ସାମ୍ବାଦିକ ସଂଘ ତରଫରୁ ଆଇ.ଏ.ଏସ.ହେମକାନ୍ତ ସାଏଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରିପୋର୍ଟ: ଜିଲ୍ଲା ପ୍ରତିନିଧି ରବିଶଙ୍କର ମହାପାତ୍ର //କୋରାପୁଟ( ୬/୭): ଓଡିଶା ସାମ୍ବାଦିକ ସଂଘ,କୋରାପୁଟ ଶାଖାର ସଭ୍ୟ ମାନେ ଜୟପୁର ଉପଜିଲ୍ଲାପାଳ ଭାବେ ସଦ୍ୟ ଯୋଗଦାନ କରିଥିବା ଭାରତୀୟ ପ୍ରଶାସନିକ...

ସର୍ପାଘାତରେ ଅବିବାହିତ ଯୁବତୀର ମୃତ୍ୟୁ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୭ ୵ ୭): ପାଇକମାଲ ବ୍ଲକ କୁଧରେନପାଲି ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଲିଛି ।

Recent Comments

%d bloggers like this: