Related Contents

ବୈପାରୀଗୁଡାରେ ବିଶ୍ଵ ବନଦିବସ ପାଳନ

ବୈପାରୀଗୁଡା(ଏନ.ସନ୍ତୋଷ): ବୈପାରୀଗୁଡା ବନାଞ୍ଚଳ ପକ୍ଷରୁ ବିଶ୍ଵ ବନଦିବସ ପାଳିତ ହୋଇଛି |

ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତଙ୍କ ନେତୃତ୍ୱରେ ସଚେତନ ଏକ ରାଲି ସହର ପରିକ୍ରମା କରାଯାଇଛି | ଏଥିରେ ବୈପାରୀଗୁଡା ଫ୍ରେଣ୍ଡସ ୟୁନିଟ କ୍ଳବ, ସି ୟା ଆସ ଡି, ଭି ଆସ ଆସ କମିଟିର କର୍ମକର୍ତା ବିଭିନ୍ନ ପ୍ରକାର ବନ ଦିବସର ସଚେତନ ଫ୍ଲାଗ କାଡ଼ ହାତରେ ଧରି ସ୍ଲୋଗାନ ଦେଇ ସଚେତନ କରାଇଥିଲେ | ବନ ବିଭାଗର ସମସ୍ତ ବନପାଳ ଓ ଅନ୍ୟ କର୍ମଚାରୀ ସହ କିଛି ବୁଦ୍ଧିଜୀବି ଏବଂ ଗ୍ରାମବାସୀ ସହଯୋଗ କରିଥିଲେ |

Comments are closed.