Advertisements
Tuesday, June 2, 2020
Home Farmer Issue ପାନୀୟ ଜଳର ଉତ୍କଟ ଅଭାବ, ସରପଞ୍ଚ ମାଗୁଛି କୁକୁଡ଼ା ଆଉ ଟଙ୍କା

ପାନୀୟ ଜଳର ଉତ୍କଟ ଅଭାବ, ସରପଞ୍ଚ ମାଗୁଛି କୁକୁଡ଼ା ଆଉ ଟଙ୍କା

ଲମତାପୁଟ (କପିଳେନ୍ଦ୍ରଦେବ ସାମନ୍ତରାୟ): ଲମତାପୁଟ ବ୍ଲକ ଅନ୍ତର୍ଗତ ପେଟା ଗ୍ରାମ ପଞ୍ଚାୟତର ନକୁଳପଦର ଗ୍ରାମରେ ପାନିୟଜଳ ପାଇଁ କେଉଁ ଆଦିମ କାଳରୁ ଅସୁବିଧା ଭୋଗ କରୁଛନ୍ତି ।

ଏହି ଗ୍ରାମରେ ପ୍ରାୟ କୋଡିଏ ପରିବାର ବାସ କରନ୍ତି ଏହି ଗ୍ରାମରେ କୈାଣସି କୁଅ କିମ୍ବା ନଳକୂପ ନାହିଁ । ଫଳରେ ଗ୍ରାମବାସୀମାନେ ବାଧ୍ୟ ହୋଇ ଗାଆଁ ନିକଟରେ ଥିବା ଏକ ଚୁଆର ପାଣି ବ୍ୟବହାର କରୁଛନ୍ତି । ଚୁଆ ମଧ୍ୟ ଖରା ଦିନେ ସୁଖି ଗଲେ ବାଧ୍ୟ ହୋଇ ଧାନ କିଆରୀରୁ ଗାତ କରି ପାଣି ସଂଗ୍ରହ କରି ପାଣି ବ୍ୟବହାର କରୁଛନ୍ତି ଓ ଅପପୁଷ୍ଟିର ଶିକାର ହେଉଛନ୍ତି । ଗ୍ରାମବାସି ଅଭିଯୋଗ କରିଛନ୍ତି ଯେ ସରପଞ୍ଚ ଚେୟାରମେନ ସମିତି ସଭ୍ୟ ଓ ପଞ୍ଚାୟତ ଅଧିକାରୀ ମାନଙ୍କୁ ଗୁହାରି କରି ଥକି ଗଲୁଣି । ଥରେ ସରପଞ୍ଚକୁ କହିବାରୁ ସେ କୁଆଡେ ଟଙ୍କା ଓ କୁକୁଡ଼ା ଦେଲେ ତମ ଗାଁକୁ ନଳକୂପ କରିଦେବି କହିଥିଲେ । ନିର୍ବାଚନ ପୁର୍ବରୁ ଯଦି ପାନିୟଜଳ ସମସ୍ୟାର ସମାଧାନ ନ ହୁଏ ତେବେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାୟଗଡା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୨/୦୬): ରାୟଗଡା ଜିଲ୍ଲାରେ ଲକଡାଉନ ର ସୁଯୋଗ ନେଇ ଚରାମଦ କାରବାର ବୃଦ୍ଧି ପାଉଥିବା ଖବର ଜାଣି ଜିଲ୍ଲାପାଳ,ରାୟଗଡା ଏବଂ...

ଶ୍ରଦ୍ଧା ଶ୍ରୀକ୍ଷେତ୍ର ଶ୍ରୀଜିଉଙ୍କ ସ୍ନାନଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୧/୦୬): କରୋନାର କାରୁଣ୍ୟ ପ୍ରକୋପର କରୁଣ ପରିଣତି ସବୁକିଛି ବନ୍ଦ ପଡିଥିବାବେଳେ, ସେଥିରୁ ବାଦ ପଡିନି ଦେବାଳୟ ମଧ୍ୟ l...

କ୍ବାରେଣ୍ଟାଇନ ଛାଡିଲେ ୨୪ ଶ୍ରମିକ, ଝାରବନ୍ଧ

ରିପୋର୍ଟ: ଦିଲୀପ ଦାସ //ଝାରବନ୍ଧ(୦୨/୦୬): ଝାରବନ୍ଧ ବ୍ଲକ ଝାରବନ୍ଧ କ୍ବାରେଣ୍ଟାଇନ ସେଣ୍ଟରରୁ ୨୪ ଜଣ ଶ୍ରମିକ ନିଜ ଘରକୁ ଯାଇଛନ୍ତି । ନିଜର ଆର୍ଥିକସ୍ଥିତି ସୁଦୃଢ କରିବା ପାଇଁ...

Recent Comments

%d bloggers like this: