ଖାଣ୍ଡାବା ଗ୍ରାମ ପଞ୍ଚାୟତ ବୈଠକ ଅନୁଷ୍ଟିତ

0
246
ଖାଣ୍ଡାବା ଗ୍ରାମ ପଞ୍ଚାୟତ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, ଗଜପତି, (୧୩/୦୪) : ଗତ ମଙ୍ଗଳବାର ଦିନ ଗଜପତି ଜିଲ୍ଲା ର ଖାଣ୍ଡାବା ଗ୍ରାମ ପଞ୍ଚାୟତ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । b27ea590 c2fa 477c b9ac c5ced2b54772 ଖାଣ୍ଡାବା ଗ୍ରାମ ପଞ୍ଚାୟତ ବୈଠକ ଅନୁଷ୍ଟିତ

ଏହି ପ୍ରସ୍ତୁତି ବୈଠକ ରେ ସରପଞ୍ଚ ଚୌଧୁରୀ ମାଧବୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି ବୈଠକ ରେ ସମିତି ସଭ୍ୟ ଜଗନ୍ନାଥ ଦୋରା ରକାମ୍ ସତୀଶ, ପଞ୍ଚାୟତ ର ସମସ୍ତ ଶିକ୍ଷକ, ଅଙ୍ଗନ୍ ବାଡି କର୍ମୀ ଓ ଆଶା କର୍ମୀ ମାନେ ଯୋଗ ଦେଇଥିଲେ । ବୁଧୁବାର ଅନୁଷ୍ଟିତ ହେବାକୁ ଥିବା ଭୀମ ଭୋଇ ସାମର୍ଥ୍ୟ ଶିବିର ଓ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କିଭଳି ଭାବରେ ହେବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଅ ଲ ଡ଼ା ଓ ଖାଣ୍ଡାବା ଗ୍ରାମ ପଞ୍ଚାୟତ ଓ ବୁ ଦୁରା ଲୋକ ମାନେ ବହୁ ସଂଖ୍ୟାରେ ଏହି ଶିବିର ରେ ଯୋଗଦେବେ ବୋଲି ସୂଚନା ମିଳିଛି ।