Related Contents

କନ୍ଧମାଳରେ ପୁଣି ମାଓ ପୋଷ୍ଟର, ଭୋଟ ବର୍ଜନ ପାଇଁ ଆହ୍ୱାନ

ବାଲିଗୁଡା(ବିଭୁତି ଲହରିଆ): କନ୍ଧମାଳ ଜିଲ୍ଲାର କେ.ନୁଆଗାଁ ଥାନା ଅନ୍ତର୍ଗତ କନ୍ଦିବାଦା ଗ୍ରାମର ଦାରିଙ୍ଗବାଡି ରାସ୍ତା ୫୯ଜାତୀୟ ରାଜପଥ ପାର୍ଶ୍ୱରେ ବ୍ୟନର, ପୋଷ୍ଟର ମାରି ସିପିଆଇ ମାଓବାଦୀ ଭୋଟ ବର୍ଜନ ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି |

ବର୍ତମାନ ସାଧାରଣ ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନକୁ ବିରୋଧ କରି ପୋଷ୍ଟର ଓ ବ୍ୟନରରେ ଉଲେଖ ରହିଛି | କିନ୍ତୁ ଏହି ପୋଷ୍ଟର କିଏ ମାରିଛି, ସେ ନେଇ ପୋଲିସ ପକ୍ଷରୁ ତଦନ୍ତ ଚାଲିଛି |

Comments are closed.