Advertisements
Tuesday, June 2, 2020
Home Cultural & Festival ଖପ୍ରାଖୋଲ ପତ୍ରାପାଲିରେ ବିଶ୍ୱଶାନ୍ତି ମହାଯଜ୍ଞ

ଖପ୍ରାଖୋଲ ପତ୍ରାପାଲିରେ ବିଶ୍ୱଶାନ୍ତି ମହାଯଜ୍ଞ

ଖପ୍ରାଖୋଲ(ଭୋଜରାଜ ବରିହା): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ପଡ଼ିଆବାହାଲ ଗ୍ରାମପଞ୍ଚାୟତ ପତ୍ରାପାଲି ଘସିଏନ ଦେବୀ ଛକଠାରେ ବିଶ୍ୱଶାନ୍ତି ମହାଯଜ୍ଞ ଓ ଭାଗବତ ପରାୟଣ ଉଦଯାପିତ ହୋଇଯାଇଛି ।

୭ଦିନ ଧରି ଅନୁଷ୍ଠିତ କାର୍ଯ୍ୟକ୍ରମ ଘସିଏନ ଦେବୀ ପିଠ ଠାରେ ଉତ୍ସବ ମୁଖର ହୋଇଉଥିଲା । ଏହି ଅବସରରେ ବିଶ୍ୱଶାନ୍ତି ମହାଯଜ୍ଞ, ଚବିଶ ପ୍ରହରୀ ନାମଜଜ୍ଞ, ଭାଗବତ ପରାୟଣ, ପ୍ରବଚନ, ଅଲେଖ ମହୀମା ଯଜ୍ଞ ଆଦି ଆୟୋଜିତ ହୋଇଥିଲା, ପୂଜାର୍ଚ୍ଚନା ଦାଇତ୍ଵରେ ଥିଲେ ପରେସ ଚନ୍ଦ୍ର ପ୍ରଧାନ, ଆୟୋଜନ କମିଟି ସଭାପତି ବିନୋଦ ପ୍ରଧାନ, ସମ୍ପାଦକ କରମ ସିଂ ଛତ୍ର, ଉପଦେଷ୍ଟା ଜୟଚନ୍ଦ୍ର ପ୍ରଧାନ, ନେତୃତ୍ୱରେ ପତ୍ରପାଲି,କେରବେଡା,କନଗାଁ, ବଳିଆଭଟା,କୁଆଁବାଉଁଶ, ଅଇଁଲାପାଳି,କୁସମକାନି,ଗାଁ ଲୋକେ ଏଥିରେ ଯୋଗଦାନ ଦେଇଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାୟଗଡା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୨/୦୬): ରାୟଗଡା ଜିଲ୍ଲାରେ ଲକଡାଉନ ର ସୁଯୋଗ ନେଇ ଚରାମଦ କାରବାର ବୃଦ୍ଧି ପାଉଥିବା ଖବର ଜାଣି ଜିଲ୍ଲାପାଳ,ରାୟଗଡା ଏବଂ...

ଶ୍ରଦ୍ଧା ଶ୍ରୀକ୍ଷେତ୍ର ଶ୍ରୀଜିଉଙ୍କ ସ୍ନାନଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୧/୦୬): କରୋନାର କାରୁଣ୍ୟ ପ୍ରକୋପର କରୁଣ ପରିଣତି ସବୁକିଛି ବନ୍ଦ ପଡିଥିବାବେଳେ, ସେଥିରୁ ବାଦ ପଡିନି ଦେବାଳୟ ମଧ୍ୟ l...

କ୍ବାରେଣ୍ଟାଇନ ଛାଡିଲେ ୨୪ ଶ୍ରମିକ, ଝାରବନ୍ଧ

ରିପୋର୍ଟ: ଦିଲୀପ ଦାସ //ଝାରବନ୍ଧ(୦୨/୦୬): ଝାରବନ୍ଧ ବ୍ଲକ ଝାରବନ୍ଧ କ୍ବାରେଣ୍ଟାଇନ ସେଣ୍ଟରରୁ ୨୪ ଜଣ ଶ୍ରମିକ ନିଜ ଘରକୁ ଯାଇଛନ୍ତି । ନିଜର ଆର୍ଥିକସ୍ଥିତି ସୁଦୃଢ କରିବା ପାଇଁ...

Recent Comments

%d bloggers like this: