Advertisements
Tuesday, June 2, 2020
Home Government News ବିଦ୍ୟୁତ ଆଘାତରେ ଲାଇନମେନ ଗୁରୁତର

ବିଦ୍ୟୁତ ଆଘାତରେ ଲାଇନମେନ ଗୁରୁତର

କୋଟପାଡ଼ (ସନ୍ତୋଷ କୁମାର ବ୍ରହ୍ମା): କୋଟପାଡ଼ ବ୍ଲକ କୁସୁମୀ ଠାରେ କାର୍ଯ୍ୟରତ ଲାଇନମେନ ସଦା ମିନାର ବିଦ୍ୟୁତ ଆଘାତରେ ଆହତ ହୋଇଛନ୍ତି |

ସେ ଚିତ୍ର ପଂଚାୟତରେ କିଛି ତ୍ରୁଟି ଥିବା ଖବର ପାଇଁ ସେଠାକୁ ଯାଇ ବିଦ୍ୟୁତ ଖୁଣ୍ଟ ଉପରେ ଚଢି ସଜାଡୁ ଥିବା ସମୟରେ ହଠାତ ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ସେ ତଳେ ପଡିଯାଇଥିଲେ | ତୁରନ୍ତ ସେ ଗ୍ରାମର ଲୋକେ ତାଙ୍କୁ କୁସୁମୀ ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ଡାକ୍ତରଖାନା କୁ ପଠାଇଥିଲେ | ତାଙ୍କ ଅଂଟା ଓ ପିଠି ରେ ଗଭୀର ଆଘାତ ଲାଗିଥିବା ଫାର୍ମାସିଷ୍ଟ ଅଶୋକ କୁମାର ସାହୁ କହିଥିଲେ | ପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାୟଗଡା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୨/୦୬): ରାୟଗଡା ଜିଲ୍ଲାରେ ଲକଡାଉନ ର ସୁଯୋଗ ନେଇ ଚରାମଦ କାରବାର ବୃଦ୍ଧି ପାଉଥିବା ଖବର ଜାଣି ଜିଲ୍ଲାପାଳ,ରାୟଗଡା ଏବଂ...

ଶ୍ରଦ୍ଧା ଶ୍ରୀକ୍ଷେତ୍ର ଶ୍ରୀଜିଉଙ୍କ ସ୍ନାନଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୧/୦୬): କରୋନାର କାରୁଣ୍ୟ ପ୍ରକୋପର କରୁଣ ପରିଣତି ସବୁକିଛି ବନ୍ଦ ପଡିଥିବାବେଳେ, ସେଥିରୁ ବାଦ ପଡିନି ଦେବାଳୟ ମଧ୍ୟ l...

କ୍ବାରେଣ୍ଟାଇନ ଛାଡିଲେ ୨୪ ଶ୍ରମିକ, ଝାରବନ୍ଧ

ରିପୋର୍ଟ: ଦିଲୀପ ଦାସ //ଝାରବନ୍ଧ(୦୨/୦୬): ଝାରବନ୍ଧ ବ୍ଲକ ଝାରବନ୍ଧ କ୍ବାରେଣ୍ଟାଇନ ସେଣ୍ଟରରୁ ୨୪ ଜଣ ଶ୍ରମିକ ନିଜ ଘରକୁ ଯାଇଛନ୍ତି । ନିଜର ଆର୍ଥିକସ୍ଥିତି ସୁଦୃଢ କରିବା ପାଇଁ...

Recent Comments

%d bloggers like this: