Advertisements
Sunday, May 31, 2020
Home Farmer Issue ମହିଳା ପରେ ପୁଣି ଆଉ ଜଣେ ଅଜଣା ବ୍ୟକ୍ତି ବୈପାରୀଗୁଡାରେ

ମହିଳା ପରେ ପୁଣି ଆଉ ଜଣେ ଅଜଣା ବ୍ୟକ୍ତି ବୈପାରୀଗୁଡାରେ

ବୈପାରୀଗୁଡା(ଏନ.ସନ୍ତୋଷ): ଗତ କିଛି ଦିନ ପୂର୍ବେ ବୈପାରୀଗୁଡା ର ହାତୀପକାନା ଗ୍ରାମରେ ଅଜଣା ମହିଳାଙ୍କ ପରେ ଏବେ ଆଉ ଜଣେ ଅଜଣା ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଛି ଏ ଅଂଚଳରେ | ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଧଳପୁର ଗ୍ରାମରେ ନିଜ ପରିଚୟ ସହ ପରିବାର ସଦସ୍ୟଙ୍କୁ ଖୋଜୁଥିବା ବେଳେ କେହି ନାହାନ୍ତି ପାଖରେ |

ଖବର ନେବାରୁ ଜଣାପଡିଛି ଯେ କିଛି ଦିନ ହେବ ଜଣେ ପୁରୁଷ କେଉଁ ଆଡ଼ରୁ ଆସି ତାର ପରିଚୟ ଓ ଗାଁ ର ନା ପଚାରି ବୁଲୁଥିବା ବେଳେ ପରିବାର ସଦସ୍ୟ କୁଆଡେ ଗଲେ ବି ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ପଚାରିବୁଝୁଥିବା ଜଣାପଡିଛି | ତେବେ ଧଳ ପୁର ଅଂଚଳର କିଛି ଯୁବକ ଏହା ଦେଖି ତାର ପରିଚୟ ପଚାରିଥିବା ବେଳେ ସେ କହିଥିଲା ଯେ ସେ ବଲାଙ୍ଗୀର ଅଂଚଳ ସୁରଜ କୁମାର ସିନ୍ଦା ନାଁ ବୋଲି ପରିଚୟ ଦେଉଥିବା ବେଳେ ମୋର ଘର ଆଗଲପୁର ବୋଲି ପ୍ରକାଶ କରିଛି | ତେବେ ପରିବାର ସଦସ୍ୟ ଯଦି କୌଣସି ଖବର ପାଇଁ ବୈପାରୀଗୁଡା ଆସି ନେଇଯିବାକୁ ଯୁବକ ମାନଙ୍କ ପକ୍ଷରୁ ଅନୁରୋଧ କରାଯାଇଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜିଲା ବିଜେଡି ସଭାପତି ଓ ହସ୍ତତନ୍ତ ମନ୍ତ୍ରୀଙ୍କ ସହ ପଟାଙ୍ଗି ଓ କୋରାପୁଟ,ଲୋଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ବନ୍ଧୁଗାଁ ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୨୭:୫:୨୦): କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକ ଠାରେ ରହିଥିବା କରନା ଭାଇରସ ରୋଗ ବିଷୟରେ ଅଞ୍ଚଳରେ ତଦାରଖ ଓ ସମୀକ୍ଷା କରିବା...

ଭାରତୀୟ ଯୁବ ମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୦୫): ସମଗ୍ର ବିଶ୍ୱକୁ କରୋନା ଭୁତାଣୁ ପାଇଁ ପ୍ରଭାବିତ ଥିବା ବେଳେ ପଦ୍ମପୁର ଭାରତୀୟ ଜନତା ଯୁବମୋର୍ଚା ତରଫରୁ ଲଗାତାର ରକ୍ତଦାନ...

ବୁକୁରାମୁଣ୍ଡା ଠାରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୫): ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୁତାଣୁ କୋବିଡ଼-୧୯ ନିଜର କାୟା ବିସ୍ତାର କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ...

ଜାମସେଠ ଓ ଟେମରୀ ଗ୍ରାମରେ ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପାଇକମାଳ,୩୦/୫: କୋଭିଡ ଯୋଦ୍ଧାଙ୍କୁ ସମାନ ଜଣାଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ପାଇକମାଳ ଜାମସେଠ ଗ୍ରାମ ପଞ୍ଚାୟତରେ ସରପଞ୍ଚ ରମ୍ଭା ତାଣ୍ଡିଙ୍କ...

Recent Comments

%d bloggers like this: